ଘୋଷଣା ହେଲା ଦିଲ୍ଲୀ ନିର୍ବାଚନ ତାରିଖ: ଫେବୃଆରୀ ୮ରେ ଭୋଟ
ନୂଆଦିଲ୍ଲୀ: ଫେବ୍ରୁଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରିବାକୁ ଥିବା ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁସାରେ ଫେବ୍ରୁଆରୀ ୮ରେ ମତଦାନ ଗ୍ରହଣ କରାଯିବ … Read More











