ବଜେଟ୍ -୨୦୨୦ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମିଳିବନି ଅତିରିକ୍ତ ପାଣ୍ଠି!

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସାଂପ୍ରତିକ ଅର୍ଥନୀତି ସ୍ଥିତିକୁ ଦୃଷ୍ଟିରେ ରଖି ଏହି ବଜେଟ୍ ଗୁରୁତ୍ୱପୂର୍ଣ୍ଣ ରହିବା ସହ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ … Read More

କୃଷି ରପ୍ତାନୀ ବୃଦ୍ଧି ପାଇଁ ୮ ରାଜ୍ୟ ଦେଲେ ଆକ୍ସନ ପ୍ଲାନ୍, ଓଡ଼ିଶା ବାଦ୍‌

ଭୁବନେଶ୍ଵର, (ଓଟି): କୃଷି ଉତ୍ପାଦ ରପ୍ତାନିକୁ ଦ୍ୱିଗୁଣିତ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ଵତନ୍ତ୍ର କୃଷି ରପ୍ତାନୀ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ୮ଟି ରାଜ୍ୟ ସେମାନଙ୍କ କାର୍ଯ୍ୟକ୍ରମ ଖସଡ଼ା ବା … Read More

ରେଳଯାତ୍ରା ବେଳେ ଘରୁ ଚୋରି ହେଲେ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ, (ଓଟି): ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଖୁସି ଖବର । ପ୍ରଥମଥର ପାଇଁ ଏକ ନିଶ୍ଚିନ୍ତ ଯାତ୍ରାର ଆହ୍ବାନ ଦେଇଛି ଭାରତୀୟ ରେଳ। ଆପଣ ଯାତ୍ରାକରୁଥିବା ସମୟରେ ଯଦି ଆପଣଙ୍କ ଘରୁ ଚୋରି ହୁଏ ତେବେ ଆପଣଙ୍କୁ ସେଥିଲାଗି ରେଳବାଇ … Read More

ପ୍ରଥମ ସୋଆ ଅଭିଭାଷଣ ରଖିବେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପୋଖରିୟାଲ୍‌

ଭୁବନେଶ୍ଵର, (ଓଟି): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସୋଆ ଅଭିଭାଷଣ ସିରିଜ୍‌ର ପ୍ରଥମ ଅଭିଭାଷଣ ରଖିବେ। ସେମାବାର ଦିନ ଏଥିଲାଗି ଏକ ସ୍ଵତନ୍ତ୍ର ଉତ୍ସବ ଆେୟୋଜନ … Read More

ଭାଇଚାରାର ବିରଳ ନିଦର୍ଶନ: ମସଜିଦରେ ହେବ ହିନ୍ଦୁ ବିବାହ

ଅଲପୁଝା(କେରଳ): ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଆମେ ଭାରତୀୟ । ବିବିଧା ଭିତରେ ସଂହତି ଏହାର ଅପୂର୍ବ ନିଦର୍ଶନ। ବିଶ୍ୱରେ ଏଭଳି ଅନନ୍ୟ ମାନବୀୟ ମୂଲ୍ୟବୋଧ ପାଇଁ ଭାରତର ରହିଛି ସ୍ୱତନ୍ତ୍ର ସୁନାମ ତଥା ପରିଚୟ । ଏଭଳି ଏକ ଅପୂର୍ବ ତଥା ବିରଳ … Read More

ଖାଲି କାଗଜ ଓ ଆତ୍ମ ପ୍ରଚାରରେ ସ୍ଵଚ୍ଛ ହୋଇଛି ଭୁବନେଶ୍ଵର ସ୍ମାର୍ଟସିଟି

ଭୁବନେଶ୍ୱର: ରାଜଧାନୀକୁ ସଜେଇବା ପାଇଁ କୋଟିକୋଟି ଟଙ୍କା ପର୍ଯ୍ୟାୟ କ୍ରମେ ଖର୍ଚ୍ଚ କରାଯାଉଛି । ଗତ ହକି ବିଶ୍ୱକପ୍ ପାଇଁ ମଧ୍ୟ ଖୁବ୍ ସଜେଇ ହୋଇଥିଲା ରାଜଧାନୀ । ସେଥିଲାଗି ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ କିଛିଦିନ … Read More

ବିଜେପିର ‘ଘର ଘର ସମ୍ପର୍କ’ ଅଭିଯାନ: ବାରଣାସୀ ଦାୟିତ୍ୱରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ବିଜେପି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଘର ଘର ସମ୍ପର୍କ’ ଅଭିଯାନ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏହି ଅଭିଯାନର ଶୁଭାରମ୍ଭ କରିବେ । ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା … Read More

ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ

ସାଗର: ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ ପାଇଲଟ୍ ଦ୍ବୟ ହେଲେ ଅଶୋକ ମକୱାନା ଏବଂ ଟ୍ରେନି ପାଇଲଟ୍ ପୀୟୁଷ ଚଣ୍ଡେଲ। ସାଗର ଜିଲ୍ଲାଠାରୁ ୧୪ କିଲୋମିଟର ଦୂରରେ … Read More

ଓଡ଼ିଶାରେ ଲାଗିଛି ବର୍ଷାର ‘ନିଆଁ’, ଭାତହାଣ୍ଡିକୁ ବସୁଛି ମାଡ଼

ଆର୍ଥିକ ମାନ୍ଦାବାସ୍ଥା, ପ୍ରାକୃତିକ ବିପର୍ଯ୍ୟୟ, ସରକାରୀ ବ୍ୟବସ୍ଥାରେ ଢିଲା ଆଦି ବିିଭିନ୍ନ କାରଣରୁ ବଜାର ଦରରେ ନିଆଁ ଲାଗିଥିବାବେଳେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଊଣାଅଧିକେ ସାରା ଦେଶରେ ଏଭଳି ବଜାର ଦର ଆକାଶଛୁଆଁ ହୋଇଥିବାବେଳେ … Read More

ସୁଲେମାନୀ ସ୍ଥାନରେ ଇସମାଇଲ୍

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ରକେଟ୍‌ ମାଡ଼ରେ ଟଳି ପଡ଼ିଥିବା ଇରାନ୍‌ କୁର୍ଦ ସେନାର ମେଜର ଜେନେରାଲ୍‌ କାସୀମ୍‌ ସୁଲେମାନୀର ସ୍ଥାନ ନେବେ ବ୍ରିଗେଡିୟର୍ ଜେନେରାଲ୍ ଇସମାଇଲ୍ କାନି` ସେ କୁଦ ସେନାର ନୂଆ କମାଣ୍ଡର ହେବେ। ଏନେଇ ଇରାନ୍‌ ପକ୍ଷରୁ … Read More