କାସିମ୍‌ ସୋଲୋମାନି ଶେଷକୃତ୍ୟରେ ଦଳାଚକଟା, ୩୫ ମୃତ

ନୂଆଦିଲ୍ଲୀ, (ଓଟି): ଆମେରିକାର ରକେଟ ମାଡ଼ରେ ନହତ ହୋଇଥିବା ଇରାନ୍‌ କୁଦ୍‌ସ ବାହିନୀ ପ୍ରମୁଖ କମାଣ୍ଡର ମେଜର ଜେନେରାଲ୍‌ କାସିମ୍‌  ଶେଷକୃତ୍ୟରେ ଦଳା ଚକଟା ହୋଇଛି । ଏହାଫଳରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇବା ଲାଗି ଆସିଥିବା ଲୋକଙ୍କ ଭିତରୁ ୩୫ … Read More

ଜେଏନୟୁ ଆକ୍ରମଣ ଘଟଣା: ଛାତ୍ରସଂଘ ସଭାପତି ସମେତ ୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ୟୁନିଭର୍ସିଟି ହିଂସା ଘଟଣାରେ ନୂଆମୋଡ ନେଇଛି ସ୍ଥିତି। ଆକ୍ରମଣ ଘଟଣାର ଦିନକ ପରେ ଛାତ୍ରସଂଘ ସଭାପତି ଆଏଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଜେଏନୟୁ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଭିତ୍ତିରେ … Read More

ନିର୍ଭୟା ମାମଲା: ଜାନୁୟାରୀ ୨୨ରେ ଫାଶୀ

ନୂଆଦିଲ୍ଲୀ, (ଓଟି): ଜାନୁୟାରୀ ୨୨ ତାରିଖ ସକାଳ ୭ଟା ବେଳେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଫାଶୀ ଦିଆଯିବ। ଏନେଇ ପଟିୟାଲା ହାଉସ୍‌ କୋର୍ଟ ରା୍ର ଦେଇଛନ୍ତି। ୪ ଜଣଯାକ ଦୋଷୀଙ୍କୁ ଫାଶୀ ଦିଆଯିବ। ଦିଲ୍ଲୀ ହାଇକୋର୍ଟ ଏନେଇ ମୃତ୍ୟୁ ଦଣ୍ଡାଦେଶ ଜାରି … Read More

ବୁଧବାର ଭାରତ ବନ୍ଦ: ଜାଣନ୍ତୁ କିଏ କାହିଁକି କେତେବେଳେ ଦେଇଛି ଏ ଡାକରା

ଭୁବନେଶ୍ଵର, (ଓଟି): କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ ( ମାର୍କସବାଦୀ) ବା ସିପିଏମ୍‌ର ଏକ ଶାଖା ସେଣ୍ଟର ଅଫ୍‌ ଟ୍ରେଡ୍‌ ୟୁନିୟନ୍ସ ( ସିଟି) ପକ୍ଷରୁ ବୁଧବାରଦିନ ଭାରତବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଶ୍ରମିକମାନଙ୍କ ୧୨ ଦଫା ଦାବି … Read More

ଆଳୁ ବଢୁଛି, ପିଆଜ ହସୁଛି, ଗ୍ରାହକ କାନ୍ଦୁଛି

ଆଳୁ ଦର ବଢିବାରେ ଲାଗିଛି, ପିଆଜ ଦର ଖସିବାରେ ଲାଗିଛି ଆଉ ଗ୍ରାହକ କାନ୍ଦିବାରେ ଲାଗିଛି । ଅବଶ୍ୟ ପିଆଜ ଯେଉଁ ପରିମାଣରେ ବଜାର ଦର ନେଇକ୍ତି ତାହା ଆଖିରୁ ଲୁହ ଖସାଉଛି । ଯେଉଁ ଆଳୁ କିଛିଦିନ ତଳେ ୨୬ … Read More

ପିଏଫ୍ ସୁଧହାର କମିବ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଅନ୍ତର୍ଗତ ୮.୬୫% ଲେଖାଏଁ ପିଏଫ୍ ସୁଧହାର ମିଳୁଥିବାବେଳେ ଆଗକୁ ଏହାକୁ କମ୍ କରାଯାଇପାରେ ବୋଲି ଜଣାପଡ଼ିଛି । ଇପିଏଫ୍ଓ ଏଥିରେ ୧୫ରୁ ୨୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିପାରେ ବୋଲି ସମ୍ଭାବନା ରହିଛି … Read More

ଟାଟା ଗ୍ରୁପ୍ ଓ ସାଇରସ୍ ମିସ୍ତ୍ରୀ ପ୍ରସଙ୍ଗ ଆରଓସି ପିଟିସନ୍ ଖାରଜ

ନୂଆଦିଲ୍ଲୀ: କିଛିଦିନ ଧରି ଟାଟା ଗ୍ରୁପ୍ ଓ ଏହାର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପ୍ରତି ନୂଆ ମୋଡ଼ ନେଇଛି । ଟାଟା ଗ୍ରୁପ୍ର ଅଧ୍ୟକ୍ଷ ପଦବୀରୁ ମିସ୍ତ୍ରୀଙ୍କୁ ହଟାଇବା ଏବଂ ତାଙ୍କ ସ୍ଥାନରେ ଅନ୍ୟଜଣଙ୍କୁ … Read More

କଳାଧନ ଜାଲିଆତି: ସିବିଆଇ ପଞ୍ଝାରେ ୫୧ ସଂସ୍ଥା

ନୂଆଦିଲ୍ଲୀ: କେବଳ ୨୦୧୪-୧୫ ଆର୍ଥିକ ବର୍ଷରେ ୧୦୩୮ କୋଟିର କଳାଧନ ଜାଲିଆତି କରାଯାଇଥିବା ଜଣାପଡ଼ିଛି। ଉକ୍ତ ଟଙ୍କା ଭାରତରୁ ହଂକଂ ପଠାଯାଇଥିବା ଘଟଣାରେ ସିବିଆଇ ପକ୍ଷରୁ ଖୋଳତାଡ଼ କରାଯାଇଛି । ଏଥିରେ ସିବିଆଇ ପଞ୍ଝାରେ ୫୧ଟି ସଂସ୍ଥା ରହିଛନ୍ତି ଏବଂ ସମସ୍ତଙ୍କ … Read More

5-ଟି ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ ପଦୋନ୍ନତି

ଭୁବନେଶ୍ଵର, (ଓଟି): ଓଡ଼ିଶା ପ୍ରଶାସନରେ କେବେ ହୋଇନଥିବା ଘଟଣା ଏବେ ଦେଖିବାକୁ ମିଳୁଛି। ଯେଉଁଠି କର୍ମଚାରୀଟିକୁ ନିଜର ପ୍ରାପ୍ୟ ପଦୋନ୍ନତି ପାଇଁ ମାସ ପରେ ମାସ ଅପେକ୍ଷା କରିବାକୁ ପଡ଼ୁଥିଲା ଏବେ ସେଥିପାଇଁ ଏକ ନିର୍ଦିଷ୍ଟ ତିଥି ସ୍ଥିର ହୋଇପାରିଛି। ସବୁଠାରୁ … Read More

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ଫଳାଫଳ, ଏଇଠି ଦେଖନ୍ତୁ ସମ୍ପୂଣ୍ଣ ତାଲିକା

ଭୁବନେଶ୍ଵର, (ଓଟି): ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା-୨୦୧୮ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମୁଦାୟ ୨୧୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିରୂ ୭୨ ଜଣ ମହିଳା ପ୍ରାର୍ଥୀ ବୋଲି ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୧୮ … Read More