ପୁରୀ ପାଇଁ ସ୍ଵପ୍ନ: ୭ ପ୍ରକଳ୍ପର ଶିଳାନ୍ୟାସ
ପୁରୀ, (ଓଟି): ବିଶ୍ଵ ଐତିହ୍ୟ ସହର ଭାବେ ପୁରୀକୁ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଦେଖିଥିବା ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ଦେବାର କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। … Read More











