ସଂକ୍ରାନ୍ତିରେ ପ୍ରବାସୀ ଶ୍ରମିକଙ୍କୁ ନବୀନ ଭେଟି

ଭୁବନେଶ୍ୱର(ଓଟି): ପ୍ରବାସୀ ଶ୍ରମିକଙ୍କୁ ସଂକ୍ରାନ୍ତିରେ ମିଳିଛି ନବୀନ ଭେଟି। ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଓ ଜୀବନଜୀବିକାର ସ୍ୱଚ୍ଛଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବଲାଙ୍ଗିର, ବରଗଡ଼, … Read More

ଓଡ଼ିଆଙ୍କୁ ଗର୍ବ: ଦେବବ୍ରତ ହେଲେ ଆର୍‌ବିଆଇ ଡିଜି

ନୂଆଦିଲ୍ଲୀ: ପୁଣି ଓଡ଼ିଶା ପାଇଁ ଗୌରବ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜଣେ ଓଡ଼ିଆ ଅଧିକାରୀ ଡେପୁଟି ଗଭର୍ଣ୍ଣର ହୋଇଛନ୍ତି । ସେ ହେଉଛନ୍ତି ଆର୍‌ବିଆଇରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମାଇକେଲ ଦେବବ୍ରତ ପାତ୍ର । ସେ କଟକର … Read More

ଜଳ ସଂକଟରୁ ବଳିପଡୁଛନ୍ତି ଓଟ

    ନୂଆଦିଲ୍ଲୀ(ଓଟି): ସମ୍ପ୍ରତି ଅଷ୍ଟ୍ରେଲିଆରେ ଦେଖାଦେଇଛି ଜଳ ସଙ୍କଟ। ତେବେ ଏଥିଲାଗି ବଳି ପଡୁଛନ୍ତି ଓଟ। ବଳି କହିଲେ ବୁଝିଲେ ତ! ସେ ସରକାର ଜାଣିଶୁଣି ଶହଶହ ଓଟଙ୍କୁ ମାରିଚାଲିଛନ୍ତି… ହଁ, ସତ ଏଇ ଅଭାବନୀୟ ଘଟଣା…  ଜଳ ସଂକଟରୁ … Read More

ବିଜୁଳି ସଂଯୋଗ କଟିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲା ସେସୁ

ଭୁବନେଶ୍ୱର(ଓଟି): ଚରମ ଚେତାବନୀ ଦେଇଥିବା ସେସୁ ଟିକେ ଶାନ୍ତ ପଡ଼ିଥିବା ଜଣାପଡ଼ିଛି । ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କଥାହେଲା- ସମ୍ପ୍ରତି ଆସିଯାଇଛି ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବାର ବେଳ ଆସିଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲାଇନ୍ … Read More

ଜାମା ମସଜିଦ୍ କେଉଁଠି? ଆନ୍ଦୋଳନ କଲେ ଭୁଲ୍ କ’ଣ ବୋଲି ପ୍ରଶ୍ନକଲେ କୋର୍ଟ

ନୂଆଦିଲ୍ଲୀ(ଓଟି): ଜାମା ମସଜିଦ କଣ ପାକିସ୍ତାନରେ? ଆନ୍ଦୋଳନ କି ବିକ୍ଷୋଭ କଲେ ଭୁଲ କଣ? ଏଭଳି ପ୍ରଶ୍ନ କରିଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ । ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ଆବେଦନର ଶୁଣାଣି ଅବସରରେ ଦିଲ୍ଲୀ ପୁଲିସ … Read More

ଖାରଜ ହେଲା ଅନ୍ତିମ ଆବେଦନ ଫାଶୀ ଖୁଣ୍ଟରେ ଝୁଲିବେ ୪ ‘ନିର୍ଭୟା’ ଦୋଷୀ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ପଟିଆଲା ହାଉସ୍ ଡେଥ୍ ୱାରେଣ୍ଟି ଜାରି କରିବା ପରେ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରେ ଥିଲା ଆଉମାତ୍ର ଗୋଟିଏ ଆବଦେନର ରାସ୍ତା । ଚାରିଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ୍ ପିଟିସନ୍ … Read More

ସେସୁର ଚରମ ଚେତାବନୀ: ବିଜୁଳି କଟିବା ନିଶ୍ଚିତ

ଭୁବନେଶ୍ୱର(ଓଟି): ବିଦ୍ୟୁତ୍ ବିତରକ ସଂସ୍ଥା ସେସୁ ଦେଇଛି ଚରମ ଚେତାବନୀ । ସେ ଯେଉଁପ୍ରକାର ଉପଭୋକ୍ତା ହୁଅନ୍ତୁ ନା କାହିଁକି, କିନ୍ତୁ ନିୟମ ଖିଲାପ କଲେ ବିଦ୍ୟୁତ୍ ସେବା ବନ୍ଦ କରିଦିଆଯିବ । କୋଟିକୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଥିବା … Read More

ଯୁକ୍ତଦୁଇ ପରୀକ୍ଷା କଡ଼ାକଡ଼ି: ପ୍ରଥମ ବର୍ଷ ୩୩% ଅନିର୍ବାର୍ଯ୍ୟ

ଭୁବନେଶ୍ୱର(ଓଟି): ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ସତର୍କ ସୂଚନା । ସରକାର ଏନେଇ ଆଜି ଏକ ଘୋଷଣା କରିଛନ୍ତି । ଫଳରେ ପାଠପଢ଼ା କ୍ଷେତ୍ରରେ ପ୍ରଥମବର୍ଷ ଅବହେଳା କରୁଥିବା ଛାତ୍ରଛାତ୍ରୀ ପରେ ଖୁବ୍ ପଶ୍ଚାତାପ କରିବାକୁ ପଡ଼ିବ । କାହିଁକି … Read More

ପ୍ରଖ୍ୟାତ ଫିଲ୍ମ ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ଓଡ଼ିଶା ଫିଲ୍ମ ନିର୍ମାଣ ଦୁନିଆର ଆଉ ଜଣେ ପ୍ରତିଭା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଛି। ଦିର୍ଘଦିନ ହେଲା ସେ ଅସୁସ୍ଥ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।  ସମାନ୍ତରାଳ ସିନେମା ତିଆରିରେ ଏକ ନୂଆ … Read More

ଗଙ୍ଗାସାଗର ମେଳା: କେମିତି ଯିବେ ସାଗର ଦ୍ଵୀପ

କୋଲକାତାରୁ ଡାଇମଣ୍ଡ୍ ହାର୍ବର ରୋଡରେ ୯୦ କିଲୋମିଟର ପରେ ଆସେ କାକଦ୍ୱୀପ । ସେଠାରୁ ଡଙ୍ଗା ବା ବୋଟ୍ ସାହାଯ୍ୟରେ ପ୍ରାୟ ସାଢ଼େ ତିନି କିଲୋମିଟର ଅତିକ୍ରମ କରି କଚୁବେରିଆ ଯିବାକୁ ହୁଏ । ସେଠାରୁ ପ୍ରାୟ ୩୨ କିଲୋମିଟର ଗଲେ … Read More