ଫେବୃୟାରୀ୧୪ରୁ ୩୧ ଦିନିଆ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର, (ଓଟି) : ଫେବୃୟାରୀ ୧୪ରୁ ବସିବ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରାଥମିକ ସୂଚନା ଅନୁସାରେ ଏହି ଅଧିବେଶନ ୩୧ ଦିନ ଧରି ଚାଲିବାକୁ ସ୍ଥିର ହୋଇଛି। ଏପ୍ରିଲ୍‌ ୯ ତାରିଖରେ ବିଧାନସଭାରେ ବଜେଟ୍‌ ସହ ବିଭିନ୍ନ ପ୍ରସଙ୍ଗ ବାବଦରେ … Read More

ବରଗଡ଼ରେ ଖୋଲିବ କ୍ୟାନ୍ସର ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ସର୍ବାଧିକ କ୍ୟାନ୍ସର ପଅଭାବିତ ଜିଲ୍ଲା ଭାବରେ ପରିଚିତ ବରଗଡ଼ରେ କ୍ୟାନ୍ସର ଚିକିତ୍ସା ପାଇଁ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ଖୋଲାଯିବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ହସ୍‌ପିଟାଲ୍‌ ଖୋଲିବ ବୋଲିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ମିନଳୀରେ ପ୍ରକାଶ କରିଛନ୍ତି। ମୁଖ୍ୟ … Read More

କେଶବତୀ ନୀଲାଂଶି, ଗିନିଜ୍ ରେକର୍ଡ

ଅହମ୍ମଦାବାଦ(ଓଟି): ଲମ୍ବା କେଶ ରଖିବା ଅନେକଙ୍କ ସଉକ ହୋଇଥାଏ । ବିଶେଷକରି ଝିଅମାନଙ୍କ ମଧ୍ୟରେ କେଶକୁ ନେଇ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଲାଗିଥାଏ । ଏପରିକି କେଶ ଝଡ଼ିବାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ନ୍ତି ଝିଅମାନେ । ଆଉ କାହାର ଯଦି … Read More

ଟ୍ରେନରୁ ଖସି ଡାକ୍ତରଙ୍କ ଜୀବନ ଚାଲିଗଲା

ଭୁବନେଶ୍ୱର(ଓଟି): କ୍ୟାପିଟାଲ ହସ୍ପିଟାଲର ମେଡିସିନଚ ସ୍ପେସିଆଲିଷ୍ଟ ଡାକ୍ତର କୁଞ୍ଜ ବିହାରୀ ସାମଲଙ୍କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ ଡାକ୍ତର ସାମଲ ନୂଆପଡା କୌଣସି କାମରେ ଯାଉଥିଲେ। ତେବେ ଅନୁଗୁଳ ନିକଟରେ ସେ ଟ୍ରେନରୁ ଖସିପଡିଥିବା କୁହାଯାଉଛି। ଏଭଳି ଦୁଃଖଦ ଖବର … Read More

ପାଣିରେ ଚାଲିଗଲା ଦୁଇ ଛାତ୍ରଙ୍କ ପ୍ରାଣ

ସମ୍ବଲପୁର: ସମସ୍ତଙ୍କ ଭଳି ସେମାନେ ବି ବେଶ୍ ହସଖୁସିରେ ଥିଲେ । ସାଙ୍ଗମାନଙ୍କ ଗହଣରେ ପିକ୍‌ନିକ୍‌ର ମଜା ଉଠାଉଥିଲେ । ତେବେ ଗାଧୋଇବାକୁ ଯାଇଥିବା ଜଣେ ପାଣିରେ ବୁଡ଼ିଯାଉଥିବା ଦେଖି ଆଉଜଣେ ସାଙ୍ଗ ଉଦ୍ଧାର କରିବାକୁ ଯାଇଥିବାବେଳେ ଉଭୟଙ୍କ ପ୍ରାଣ ଚାଲିଯାଇଛି … Read More

“ଇନ୍ଦିରାଙ୍କୁ ଲଜ୍ଜା ଲାଗିବା କଥା’

ନୂଆଦିଲ୍ଲୀ: ଜଣେ ମହିଳା ଭାବେ ଇନ୍ଦିରା ନିଜ ବିଚାର ଓ ମନ୍ତବ୍ୟ ଲାଗି ଲଜ୍ଜା କରିବା କଥା । ବୀଭତ୍ସ ଭାବେ ଗଣଦୁଷ୍କର୍ମ କରାଯାଇ ଆମ ଝିଅକୁ ମାରିଦିଆଗଲା । କିନ୍ତୁ ସୋନିଆ ଗାନ୍ଧିଙ୍କ ପ୍ରସଙ୍ଗ ଉଠାଇ ଦୋଷୀମାନଙ୍କୁ କ୍ଷମା କରିଦେବାକୁ … Read More

ଟ୍ରକ୍ ପଛକୁ ବାଡ଼େଇଲା ତୀର୍ଥଯାତ୍ରୀ ବସ୍: ୨୦ ଆହତ, ଖସିଗଲା ଡ୍ରାଇଭର୍

 ବାଲେଶ୍ୱର: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଉତ୍ତରପଡ଼ା ଥାନା ଅଞ୍ଚଳର ଏକ ତୀର୍ଥଯାତ୍ରୀ ବସ୍ (ଡବ୍ଲ୍ୟୁ ବି ୧୯ଜି ୩୧୭୨) “ଗୀତାଞ୍ଜଳି’ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶନିବାର ଭୋର୍‌ରେ ଖନ୍ତାପଡ଼ା ଥାନା ଅଧୀନ ଏନ୍‌ଏଚ୍‌ର ମେଘା ପେଟ୍ରୋଲ ଟାଙ୍କି ନିକଟରେ … Read More

ଗଡ଼ିଲା ଅହମ୍ମଦାବାଦ-ମୁମ୍ବାଇ ତେଜସ୍ 

ମୁମ୍ବାଇ: ଭାରତୀୟ ରେଳବାଇର ସହାୟକ କମ୍ପାନୀ ଇଣ୍ଡିଆନ୍ ରେଲ୍‌ୱେ କ୍ୟାଟେରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍‌ସିଟିସି)ର ଦ୍ୱିତୀୟ ଟ୍ରେନ୍ ଅହମ୍ମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରାଯାଇଛି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅହମ୍ମଦାବାଦ ରେଳ ଷ୍ଟେସନ୍‌ରୁ ସବୁଜ ସଙ୍କେତ ଦେଖାଇ ଏହି ଏକ୍ସପ୍ରେସ୍‌କୁ ଶୁଭାରମ୍ଭ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଏହି ଟ୍ରେନ୍‌ଟିକୁ ଜାନୁଆରୀ ୧୯ରୁ ଯାତ୍ରା ପାଇଁ ଉପଲବ୍ଧ କରାଯିବ । ଆଇଆର୍‌ସିଟିସି ପକ୍ଷରୁ ଏହାର ବୁକିଂ ଆରମ୍ଭ କରାଯାଇଛି । ଏହି ଏକ୍ସପ୍ରେସ୍ ସକାଳ ୬.୪୦ରୁ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରିବ ଏବଂ ମଧ୍ୟାହ୍ନ ୧.୧୦ରେ ମୁମ୍ବାଇ ସେଣ୍ଟ୍ରାଲ୍‌ରେ ପହଞ୍ଚିବ । ଫେରସ୍ତ ସମୟରେ ମୁମ୍ବାଇ ସେଣ୍ଟ୍ରାଲ୍‌ରୁ ଏହା ଅପରାହ୍ଣ ୩.୪୦ରୁ ଯାତ୍ରା ଆରମ୍ଭ କରି ରାତି ୯.୫୫ରେ ଅହମ୍ମଦାବାଦରେ ପହଞ୍ଚିବ । ଗ୍ରାହକମାନେ ପେଟିଏମ୍‌, ଇକ୍ସିଗୋ, ଫୋନ୍‌ପେ, ମେକ୍ ମାଇଁ ଟ୍ରିପ୍‌, ଗୁଗଲ୍‌ପେ, ଗୋ-ଆଇବିବୋ, ରେଳଯାତ୍ରୀ ଆଦି ଆଇଆର୍‌ସିଟିସିର ଅନ୍‌ଲାଇନ୍ ଟ୍ରାଭେଲ୍ ପାର୍ଟନର୍ ମାଧ୍ୟମରେ ସିଟ୍ ବୁକ୍ କରିପାରିବେ । ଏଥିରେ ମୋଟ ୭୫୮ଟି ସିଟ୍ ରହିଛି, ଯେଉଁଥିରୁ ୫୬ଟି ସିଟ୍ ଏକ୍‌ଜିକ୍ୟୁଟିଭ୍ ଚେୟାର୍‌କାର୍ କ୍ଲାସ୍ ଏବଂ ଅନ୍ୟ ସିଟ୍‌ଗୁଡ଼ିକ ଏସି ଚେୟାର୍‌କାର୍ କ୍ଲାସ୍‌ର ରହିଛି । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ଟ୍ରେନ୍‌ର ଅଧିକତମ ବେଗ ଘଣ୍ଟାପ୍ରତି ୧୬୦ କିମି ହେବ ବୋଲି ଅନୁମାନ କରାଯାଉଛି । ଏହାସହ ଏଥିରେ ବିଜୁଳି ଖର୍ଚ୍ଚ କମ୍ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅତ୍ୟାଧୁନିକ ସୁବିଧାବିଶିଷ୍ଟ ଏହି ଟ୍ରେନ୍‌ର ପ୍ରତିଟି ସିଟ୍‌ର ପଛପଟେ ଏକ ଏଲ୍‌ଇଡି ଲାଗିଛି । ଏଥିରେ ୱାଇଫାଇ ସହିତ କ୍ୟାଟେରିଂ ମେନୁ ରଖାଯାଇଛି । ଅପରପକ୍ଷେ ଏଥିରେ ଯାତ୍ରୀମାନଙ୍କୁ ମାଗଣାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାତ୍ରାବୀମା ଉପଲବ୍ଧ କରାଯିବ । ପ୍ରତିଟି କୋଚ୍‌ରେ ଇଣ୍ଟିଗ୍ରେଟେଡ୍ ବ୍ରେଲ୍ ଡିସ୍‌ପ୍ଲେ, ଡିଜିଟାଲ୍ ଡେଷ୍ଟିନେସନ୍ ବୋର୍ଡସ୍ ଏବଂ ଇଲେକ୍ଟ୍ରୋନିକ୍ ରିଜର୍ଭେସନ୍ ଚାର୍ଟ ମଧ୍ୟ ରହିଛି 

ଦଫାର ଦୋଛକିରେ ପରବିନ୍ଦର!

ରାଜଧାନୀର ରାଜରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । କିଏ ମାରିଲା, କାହିଁକି ମାରିଲା, କେମିତି ମାରିଲା ଓ କଣ ପାଇଁ ମାରିଲା ???କିଛି ଏମିତି ପ୍ରଶ୍ନକୁ ଗଣମାଧ୍ୟମଠୁ ଆରମ୍ଭ କରି ସ୍ମାର୍ଟସିଟିର … Read More

ବିସିସିଆଇ ତାଲିକାରୁ ମାହି ବାଦ୍

ଭୁବନେଶ୍ୱର(ଓଟି): ବିସିସିଆଇର ବାର୍ଷିକ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ଚୁକ୍ତି ତାଲିକା ଏ-ପ୍ଲସ, ଏ, ବି ଓ ସି’ ଆଦି ୪ଟି ଗ୍ରେଡରେ ଘୋଷଣା କରାଯାଇଥିବାବେଳେ ଏଥିରୁ ମାହି ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି। … Read More