କଟକ ଓ ରାୟଗଡ଼ାରେ ନୂଆ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍

ଭୁବନେଶ୍ୱର, (ଓଟି): କଟକ ଓ ରାୟଗଡ଼ାରେ ତିନୋଟି ରିଲାଏନ୍ସ ରିଟେଲ୍‌ର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍ ଗୁରୁବାର ଉଦ୍‍ଘାଟନ ହୋଇଛି । କଟକର ବକ୍ସିବଜାରସ୍ଥିତ ଅବଦୁଲ ୱାହିଦ ପ୍ରପର୍ଟି ଏବଂ କଲେଜ ଛକସ୍ଥିତ କିତାବ ମହଲ ନିକଟସ୍ଥ ସାଇ … Read More

ପାହାନ୍ତାରୁ ତାରାତାରିଣୀ, ଦିନ ସାରା ହାଇସ୍କୁଲ୍‌ ଅବସ୍ଥା ଯାଞ୍ଚ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ ୫-ଟି ଟିମ୍‌ ଶୁକ୍ରବାର ପାହାନ୍ତାରୁ ଗଞ୍ଜାମ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତରେ ମୁଖ୍ୟତଃ ହିଞ୍ଜିଳିକାଟୁ ବ୍ଲକ୍‌ର ବିଭିନ୍ନ ହାଇସ୍କୁଲ୍‌ ଅବସ୍ଥା ଯାଞ୍ଚ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ  ନନ୍ଦିକା ଗ୍ରାମ ପଞ୍ଚୟତଠୁ ଆରମ୍ଭ କରି … Read More

ଜେଏସପିଏଲର ଟିଆରବି ଲୁହା ଖଣିକୁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ଵର, (ଓଟି): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସପିଏଲ)ର ଟିଆରବି ଲୁହାପଥର ଖାଦାନକୁ ଦ୍ଵିତୀୟ ଥର ପାଇଁ ଜାପାନର ଟୋକିଓ ସ୍ଥିତ ଜାପାନ ଇନଷ୍ଟିଚୁଟ ଅଫ ପ୍ଲାଣ୍ଟ ମେଣ୍ଟେନାନ୍ସ (ଜେଆଇପିଏମ) ଦ୍ଵାରା ଟିପିଏମ ଏକସେଲେନ୍ସ  ପୁରସ୍କାର ପାଇଁ ମନୋନୀତ କରାଯାଇଛି।ଜେଆଇପିଏମ … Read More

ଫେବୃୟାରୀ ୧ରୁ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌, ସମ୍ବର୍ଦ୍ଧିତ ହେବେ ତରୁଣକାନ୍ତି ମିଶ୍ର ଓ କାଳୀଚରଣ ହେମ୍ବ୍ରମ

ଭୁବନେଶ୍ୱର, (ଓଟି): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଜାତୀୟସ୍ତରର ସାହିତ୍ୟ ଉତ୍ସବ । ଫେବୃୟାରୀ ୧ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଦୁଇଦିନିଆ ସାହିତ୍ୟ ଉତ୍ସବରେ ଦେଶର ବିଶିଷ୍ଟ ସାହିତ୍ୟିକ ଓ … Read More

ଏୟାର ଏସିଆ ଘୋଷଣା: କୁଆଲାଲାମପୁରକୁ ବିମାନ ଭଡ଼ା ୪୩୨୦ ଟଙ୍କା

ଭୁବନେଶ୍ୱର,( ଓଟି) : ଭୁବନେଶ୍ଵରଠୁ କୁଆଲାଲାମ୍‌ପୁର ଯିବାକୁ ଚାହୁଁଛନ୍ତି କି? ଏ୍ରାର ଏସିଆ ଏକ ବିଶେଷ ଅଫର ଘୋଷଣା କରିଛି। ୩ ମାସ ଆଗରୁ ଯଦି ଆପଣ ଏହି ରୁଟ୍‌ରେ ଫ୍ଲାଇଟ୍‌ ବୁକ୍‌ କରୁଛନ୍ତି ତେବେ ଆପଣଙ୍କୁ ସର୍ବ ନିମ୍ନ ଉଡ଼ାଣ … Read More

ଜିଓର ନୂଆ ଯୋଜନା: ପ୍ରତିଭା ପ୍ରଦର୍ଶନ କର, ଥାଇଲାଣ୍ଡ ଯାଅ

ଭୁବନେଶ୍ୱର, (ଓଟି):  ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ଲାଗି ଆଉ ଏକ ସୁଯୋଗ ଆଣିଛି ଜିଓ ମୋବାଇଲ୍‌। ସ୍ନାପ୍‌ ଚ୍ୟାଟ୍‌ ସହ ମିଳିତ ଉଦ୍ୟମରେ ଏଥିଲାଗି ଏକ ସ୍ଵତନ୍ତ୍ର ପ୍ଲାଟ୍‌ଫର୍ମ ସୃଷ୍ଟି କରାଯାଇଛି, ଯାହାର ନାଁ ରହିଛି ଜିଓ ଗଟ୍‌ ଟାଲେଣ୍ଟ। … Read More

ଗୀତା ଜ୍ଞାନ: ସନ୍ନାସ କ’ଣ? କେଉଁ କର୍ମ ତ୍ୟାଗ ଉଚିତ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଓଁ, ତତ୍‌, ସତ୍ ଶବ୍ଦର ଅର୍ଥ ବୁଝାଇବା ସହ ଶ୍ରଦ୍ଧାହୀନ ଭାବେ ଯେ କୌଣସି ଶୁଭକର୍ମ କଲେ ମଧ୍ୟ ତାହା ଇହକାଳ ଓ ପରକାଳରେ ଲାଭଦାୟକ ହୋଇନଥାଏ ବୋଲି କହିବା ପରେ ଅର୍ଜୁନ ଅଧିକ … Read More

ସୁଆଣ୍ଡୋର ହେବ ପୁନର୍ବିନ୍ୟାସ: 5 ଟି ସଚିବଙ୍କ ଅଚାନକ ଗସ୍ତ

ଭୁବନେଶ୍ଵର, (ଓଟି): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ‘ସୁଆଣ୍ଡୋ’କୁ ନେଇ ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିପାରନ୍ତି। ଗଣତନ୍ତ୍ର ଦିବସର ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ ଟି କ୍ଷମତାପନ୍ନ ସଚିବ ଭିକେ ପାଣ୍ଡିୟାନ୍‌ଙ୍କ ହଠାତ୍‌ ସୁଆଣ୍ଡୋ ଗସ୍ତ … Read More

କର୍ତ୍ତବ୍ୟରେ ଅବହେଳା: ୩ ଶିକ୍ଷକ ଙ୍କ ଦରମା ବନ୍ଦ

ଚମ୍ପୁଆ: କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି ।  ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ମହାନ୍ତ ଓ  ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତ ବିଲମ୍ବରେ ବିଦ୍ୟାଳୟ କୁ ଆସିଥିବା ନେଇ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି … Read More

୨୦୨୦ ପୁଲିସ ମେଡାଲ୍‌ ପାଇଁ ୧୪ଜଣଙ୍କ ନାଁ ଘୋଷିତ; ୨୬ରେ ରାଜ୍ୟପାଳ ପ୍ରଦାନ କରିବେ

ଭୁବନେଶ୍ଵର, (ଓଟି): ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ତଥା ଭିଜିଲାନ୍ସ ଲାଗି ଓଡ଼ିଶା ସରକାର ୧୪ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସେବା ପଦକ ପ୍ରଦାନ କରିବେ। ଗଣରାଜ ଦିବସ ପାଳନ ଅବସରରେ ପୂର୍ବରୁ ପ୍ରଚଳିନତ ପରମ୍ପରା ଅନୁସାରେ ରାଜ୍ୟପାଳ … Read More