ବଜେଟ୍ ୨୦୨୦: ଦେବାଳିଆ ହେଲେବି ବ୍ୟାଙ୍କ ଦେବ ୫ ଲକ୍ଷ
ଭୁବନେଶ୍ଵର, (ଓଟି):ବ୍ୟାଙ୍କ୍ ଜମାକାରୀଙ୍କୁ ଅଧିକ ସୁରକ୍ଷା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ସଂସଦରେ ବଜେଟ୍ ୨୦୨୦କୁ ଉପସ୍ଥାପନ କରିବା ସମୟରେ ନିର୍ମଳା ବ୍ୟାଙ୍କ୍ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ଚାହିଁଛନ୍ତି। ଏହିକ୍ରମରେ ୧ ଲକ୍ଷ ଟଙ୍କା ଯାଏ ଲାଗୁଥିବା … Read More











