#OdishaFightsCorona: କାଶ, ଛିଙ୍କ, ଜ୍ବର ହେଲେ ଫୋନ୍‌ କରନ୍ତୁ 14410, ସମ୍ପୂଣ୍ଣ ମାଗଣା

ଭୁବନେଶ୍ଵର, (ଓଟି): ଲୋକଙ୍କ ଭାଗିଦାରୀରେ କରୋନାକୁ ପରାସ୍ତ କରିବା ଲାଗି ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଘୋଷଣା କରିଛନ୍ତି। 104 କରୋନା ହେଲ୍‌ପଲାଇନ୍‌ ସହ ସରକାର ଆଉ ଏକ ଟେଲିମେଡିସିନ୍‌ ହେଲ୍‌ପଲାଇନ୍‌ ଘୋଷଣା କରିଛନ୍ତି। ଏହି ହେଲ୍ପଲାଇନ୍‌ର ନମ୍ବର ରହିଛି … Read More

#OdishaFightsCorona: କେନ୍ଦ୍ରାପଡ଼ାର ଦୁବାଇ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେ ନ୍ଦେ୍ରାପଡ଼ା ଜିଲ୍ଲା।ର ତାଙ୍କ ବୟସ ୩୨ ବର୍ଷ ହେବ। ମାର୍ଚ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ଏହାଦ୍ଵାରା ଓଡ଼ିଶାରେ କରୋନା … Read More

#OdishaFightsCorona: ୨୪ ଘଣ୍ଟାରେ ୪୨୭ ଗିରଫ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଓ ପୁଲିସ ବାହିନୀର ବାରମ୍ବାର ଅନୁରୋଧ ସତ୍ବେ ଲୋକେ କୋଭିଡ୍‌୧୯ ନିୟମାବଳୀ ଉଲ୍ଲଙ୍ଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଗିରଫ କରିବାକୁ ପୁଲିସ ବାଧ୍ୟ ହେଉଛି। ସରକାରଙ୍କ ସୂଚନା ଅନୁସାରେ ଗି ୨୪ ଘଣ୍ଟା ମଧ୍ୟରେ … Read More

ବିଜେପିକୁ ୪୦ ବର୍ଷ ପୂରିଲା, ଦିନର ଗୋଟିଏ ଭୋଜନ ଗରିବଙ୍କ ନାଁରେ ଉତ୍ସର୍ଗ କଲେ ରାଜ୍ୟ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର,(ଓଟି): ଆଜି ବିଜେପିକୁ ୪୦ ବର୍ଷ ପୂରିଛି । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ … Read More

#IndiaFightsCorona: ସାଂସଦଙ୍କ ଦରମା, ଭତ୍ତା, ପେନ୍‌ସନ୍‌ ୩୦% କମିଲା

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାର ସାଂସଦଙ୍କ ଦରମା ଓ ଭତ୍ତାରେ ୩୦ ପପ୍ରତିଶତ ହ୍ରାସ କରାଯାଇଛି। ଏପ୍ରିଲ୧, ୨୦୨୦ରୁ ଏହା ଲାଗୁ ହେବ। ଆସନ୍ତା ୧ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। କରୋନା … Read More

ସମ୍‌ ତିଆରି କଲା ଓଡ଼ିଶାର ସବୁଠୁ ବଡ଼ କୋଭିଡ୍‌ ହସ୍‌ପିଟାଲ୍‌, ଓଡ଼ିଶାରେ 4 କୋଭିଡ୍ ହସ୍‌ପିଟାଲ୍‌ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ସରକାରୀ-ଘରୋଇ ଭାଗୀଦାରୀ ଦ୍ଵାରା ରାଜ୍ୟରେ ଆଉ ଏକ ସ୍ଵତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପ୍ରସ୍ତୁି ହୋଇଛି। ଏଠାରେ ସମୁଦାୟ ବେଡ୍‌ ସଂଖ୍ୟା ରହିଛି ୫୨୦। ଏହା ପୂର୍ବରୁ ଭୁବନେଶ୍ଵରର କିମ୍ସ ହସ୍‌ପିଟାଲ୍‌ରେ ଏକ ସ୍ଵତନ୍ତ୍ର ୫୦୦ ଶଯ୍ୟା ଏବଂ କଟକର … Read More

#OdishaFightsCorona: ଦୋକାନ, ବଜାର, ହାଟକୁ ଗାଡ଼ି ନେବା ମନା, ନମାନିଲେ ପୁଲିସ ଉଠେଇନେବ

ଭୁବନେଶ୍ଵର, (ଓଟି): ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ରକ୍ଷା କରିବା ଲାଗି ଓଡ଼ିଶା ସରକାର ଓ ପ୍ରଶାସନ ଯଥାସାଧ୍ୟ ଉଦ୍ୟମ ମରୁଛନ୍ତି।ସୋଶାଲ୍‌ ଡିଷ୍ଟାନ୍‌ସିଂ ଏବଂ ସଚେତନତା କରୋନାକୁ ପରାସ୍ତ କରିବାର ଏକମାତ୍ର ରାସ୍ତା ଭାବେ ଗ୍ରହଣ କରାଯାଉଥିବା ବେଳେ ରାଜୃ ସରକାର … Read More

#Indiafightscorona: ଟିବି ଟେଷ୍ଟ ମସିନ୍‌, ମ୍ୟାଲେରିଆ ଔଷଧ

ଭୁବନେଶ୍ଵର, (ଓଟି): ମ୍ୟାଲେରିଆ ଔଷଧରେ ଆମେରିକା ଯେମିତି କରୋନା ରୋଗୀଙ୍କୁ ଚିକିତ୍ସା କରିବାଲାଗି ଚାହିଁଛି ଠିକ୍‌ ସେହିପରି ଭାରତ ଏବଂ ଅନ୍ୟ କିଛି ଦେଶ କରୋନା ସନ୍ଦିଗ୍ଧଙ୍କ ସାମ୍ପଲ୍‌ ପରୀକ୍ଷଣ ପାଇଁ ଟିବି ନମୁନା ପରୀକ୍ଷଣ ପାଇଁ ବ୍ୟବହୃତ ଯନ୍ତ୍ରକୁ ଉପଯୋଗ … Read More

#coronaupdates: ଗୋଟିଏ ଦିନରେ ୬୧୩ ନୂଆ ରୋଗୀ, ୪୫ ସୁସ୍ଥ. ୧୯ ମୃତ

ଭୁବନେଶ୍ଵର, (ଓଟି): ଦେଶରେ କରୋନା ଯେମିତି ଲୋକଙ୍କୁ ତୀବ୍ରଗତି ଆକ୍ରାନ୍ତ କରି ଚାଲିଛି ସେମିତି ଭାରତର ସ୍ଵାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ତାହାର ମୁକାବିଲା କରିବା ପାଇଁ ଲାଗିପଡ଼ିଛନ୍ତି। ଗତ ୨୪ ଘଣ୍ଟା ଭିତରେ ସମଗ୍ର ଦେଶରେ ୬୧୩ଜଣ ନୂଆ ରୋଗୀ … Read More

#CoronaUpdates: ୨୦୯ ଦେଶ, ୬୨ହଜାର ମୃତ, ୧୧ ଲକ୍ଷ ଆକ୍ରାନ୍ତ

ଭୁବନେଶ୍ଵର, (ଓଟି): ସାରା ବିଶ୍ଵରେ କରୋନା ଭୁତାଣୁର ପ୍ରକୋପ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ଭିତରେ ଆଉ ଏକ ଦେଶ ଏହି ସଂକ୍ରମଣ ତାଲିକାରେ ସାମିଲ୍‌ ହୋଇଛି । ଦକ୍ଷିଣ ଆଣ୍ଟଲାଣ୍ଟିକ୍‌ ମହାସାଗରରେ ଅବସ୍ଥିତ ଦ୍ପୀପ ଦେଶ ଫାଲ୍କଲ୍ୟାଣ୍ଡ … Read More