#OdishaFightsCorona: ଭୁବନେଶ୍ଵରରେ ଆଉଜଣେ କରୋନା ରୋଗୀ, ଏଥର ମଧୁସୂଦନ ନଗର
ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ଆଜି ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୭୨ ବର୍ଷ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ଝାରପଡ଼ାର ଏହି … Read More











