#coronaupdates: ଭୁବନେଶ୍ଵର ହଟ୍‌ସ୍ପଟ୍‌, ୩୧ ସକ୍ରିୟ କରୋନା ପଜିଟିଭ୍‌, ଗୋଟିଏ ପରିବାରରୁ ୧୯

ଭୁବନେଶ୍ଵର, (ଓଟି): ରାଜ୍ୟବାସୀଙ୍କ ନିଦ ହଜାଇଦେଇଛି କରୋନା ପଜିଟିଭ୍‌। ସନ୍ଧ୍ୟାବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦୀପଜାଳି କରୋନା ବିରୁଦ୍ଧରେ ଏକାଠି ହେବାର ବାର୍ତ୍ତା ଦେଇ ଫେରିବା ବେଳକୁ ରାଜ୍ୟ ସରକାରଙ୍କ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ଘୋଷଣା ସମସ୍ତଙ୍କ ହତ୍‌ବାକ୍‌ କରିଛି। ପୁଣି … Read More

କରୋନା ବିରୋଧୀ ସଂଗ୍ରାମ: ଭାରତକୁ ଆମେରିକା ମାଗିଲା ମ୍ୟାଲେରିଆ ଔଷଧ

ଭୁବନେଶ୍ୱର,(ଓଟି): କରୋନା ଭୁତାଣୁକୁ ରୋକ୍‍ ଦେବା ଲାଗି ଏଯାଏ କୌଣସି ନିର୍ଦିଷ୍ଟ ଔଷଧ ବାହାରି ନଥିଲେ ମଧ୍ୟ ଭାରତରେ ମିଳୁଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍କୁ ଏକ ଅସ୍ତ୍ର ଭାବେ ଗ୍ରହଣ କରିଛି ଆମେରିକାର ଚିକିତ୍ସା କ୍ଷେତ୍ର । ହେଲେ ସମ୍ପୃକ୍ତ ଦେଶରେ … Read More

ସକାଳେ ଆଶ୍ଵସ୍ତି, ସନ୍ଧ୍ୟାରେ ଆତଙ୍କ: ଗୋଟିଏ ଦିନରେ ୧୬ କରୋନା ପଜିଟିଭ୍‌ , ସଂଖ୍ୟା ପହଞ୍ଚିଲା ୩୯

ଭୁବନେଶ୍ଵର, (ଓଟି): ଶଟ୍‌ ଡାଉନ୍‌ ଆଦେଶ ଉଠାଇବା ପାଇଁ ଘୋଷଣା କରିବା ବେଳେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ଯେଉଁ ଆଶ୍ଵାସନା ଓ ଆଶ୍ଵସ୍ତି ଦେଇଥିଲେ ତାହା ସନ୍ଧ୍ୟାବେଳକୁ ଆତଙ୍କରେ ପରିଣତ ହୋଇଛି। କାରଣ ହେଉଛି ରାଜ୍ୟରେ ଗୋଟିଏ ଦିନରେ ୧୬ … Read More

ସମସ୍ତଙ୍କୁ ଭଲରେ ରଖ

ସନ୍ଧ୍ୟାଦୀପ ଦାନ କଲାବେଳେ ମା’ କ’ଣ କହେ, ତାହା ବୁଝା ପଡ଼େନା। କିନ୍ତୁ ସର୍ବଶେଷରେ ’ସମସ୍ତଙ୍କୁ ଭଲରେ ରଖ’ ହେ ପ୍ରଭୁ କହି ମୁଣ୍ଡିଆ ମାରିଲା ବେଳେ ଆମେ ସବୁ ନଇଁପଡ଼ୁ। ମୁଣ୍ଡିଆଟିଏ ମାରିଦେଇ ନିଜ ପାଠପଢ଼ାରେ ଲାଗିଯାଉ।  ପିଲାବେଳର ଅଭ୍ୟାସ … Read More

କରୋନା ରୋକିବାକୁ ସମ୍ବଲପୁରରେ ଶିଳ ଶିଳପୁଆ ପୂଜା

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଶ୍ଵ ଅବିରତ ସଂଗ୍ରାମ କରି ମଧ୍ୟ ସଫଳତା ପାଇପାରୁ ନାହିଁ। ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏ ଭିତରେ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁଛି। ଆଉ ନିଜ … Read More

ଭାରତୀୟ ସ୍ୱତନ୍ତ୍ର ବିମାନ ସେବାକୁ ପାକିସ୍ତାନର ପ୍ରଶଂସା: ଏଟିସି କହିଲେ ଆମେ ତୁମ ପାଇଁ ଗର୍ବିତ

ଭୁବନେଶ୍ୱର, (ଓଟି): କିଛିମାସ ତଳେ ଭାରତୀୟ ବାୟୁସେନା ୱିଙ୍ଗ୍‍ କମାଣ୍ଡରଙ୍କୁ ଅଟକ ରଖି ଆନ୍ତର୍ଜାତୀୟ ସମାଲୋଚନାର ପାତ୍ର ହୋଇଥିବା ପାକିସ୍ତାନ ପକ୍ଷରୁ ଏବେ ଭାରତୀୟ ପାଇଲଟ୍‍ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ “ଉଇ ଆର୍‍ ପ୍ରାଉଡ୍‍ ଅଫ୍‍ … Read More

କୁଟା ଖିଅକୁ ଭରସା

ବୁଡ଼ିଯାଉଥିବା ଲୋକଟିଏ ପାଇଁ କୁଟା ଖିଅଟିଏ ବି ଭରସା ହୋଇପାରେ। ପିଢ଼ିପରେ ପିଢ଼ି ଆମକୁ ଏହିଭଳି ନିତିଶିକ୍ଷା ଦିଆଯାଇ ଆସୁଛି।  ଏ ବିଷୟରେ ଅନେକ ଗପ ପଢ଼ାଯାଇଛି । ଖାଲି ଯଦୁମଣି ନୁହେଁ, ଆକବର- ବୀରବଲ କାହାଣୀ ମାଧ୍ୟମରେ ମଧ୍ୟ ଆମେ … Read More

ଆଜି ଉଠିବ ଶଟ୍‌ଡାଉନ୍‌, ଜାରି ରହିବ ଲକ୍‌ଡାଉନ୍‌: ମୁଖ୍ୟସଚିବ

ଭୁବନେଶ୍ଵର, (ଓଟି): ଦୁଇଦିନିଆ ଶ୍‌ଟ୍‌ଡାଉନ୍‌ ପରେ ଓଡ଼ିଶା ସରକାରଙ୍କ ଦମ୍ଭ ଫେରିଛି। ଆଉ ଭୁବନେଶ୍ଵର, କଟକ କି ଭଦ୍ରକ ସହରରେ ଆଉ ସମ୍ପୂଣ୍ଣ ଶଟ୍‌ଡାଉନ୍‌ର ଏବେ ଆବଶ୍ୟକ ନାହିଁ ବୋଲି ସମୀକ୍ଷା କରି ତାହାକୁ ଆଜି ରାତି ୮ଟା ପରେ ଉଠାଇନେବାକୁ … Read More

ରାତି୯ଟାରେ ୯ ମିନିଟ୍‌: ରାଜ୍ୟ ଶକ୍ତି ବିଭାଗ ଜଣାଇଲା ଆଶଙ୍କା

ଭୁବନେଶ୍ଵର, (ଓଟି): ଆଜି ରବିବାର ରାତି ଆଠଟାରେ ଭୁବନେଶ୍ଵର, କଟକ ଓ ଭଦ୍ରକ ସହର ସମେତ ଅନ୍ୟ ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ସମ୍ପୂଣ୍ଣ ଶଟ୍‌ଡାଉନ୍‌ କୋହଳ ହେବ। କିନ୍ତୁ ଲକ୍‌ ଡାଉନ୍‌ ଉଠିବ ନାହିଁ। ଆଉ ରାତି ୯ଟାରେ ପ୍ରଧାନମନ୍ତ୍ରୀଙ୍କ … Read More

#coronaworldupdates: ନିଆଁ ହୁଳା ପରି ବ୍ୟାପୁଛି, ଦିନକରେ ୬୭୧୭ ମୃତ୍ୟୁ

ଭୁବନେଶ୍ଵର, (ଓଟି): ବିଶ୍ଵବସ୍ଵାସ୍ଥ୍ୟ ସଂଗଠନର ସଦ୍ୟ ରିପୋର୍ଟ ଅନୁସାରେ ବିଶ୍ଵରେ କରୋନା ନିଆଁହୁଳା ପରି ମାଡ଼ି ଚାଲିଛି। ଦିନକୁ ହଜାର ହଜାର ସଂଖୃଶରେ ମୃତ୍ୟୁ ହେଉଛି।  କୌଣସି ଦେଶ ଏଥିରୁ ରକ୍ଷା ପାଇପାରୁ ନାହାନ୍ତି। ଟେକ୍ନୋଲୋଜିବି ଅକାମୀ ହୋଇଛି। କେବଳ ମହାମାରୀର … Read More