#CoronaUpdates: ୪ ନୂଆ ପଜିଟିଭ୍‌, ପରୀକ୍ଷା ତ୍ଵରାନ୍ବିତ କରିବାକୁ ପହଞ୍ଚିଲା ୪ ହଜାର ଟେଷ୍ଟ କିଟ୍‌

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ରାଜ୍ୟରେ ପୁଣି ୪ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଫଳରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଗୁରୁବାର ଅପରାହ୍ଣରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ  ଦୁଇଟି ସାମ୍ପଲ୍‌ରେ କରୋନା ପଜିଟିଭ୍‌ ଥିବା କୁହାଯାଇଥିଲା। … Read More

#OdishaFightsCorona: ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍‌

ଭୁବନେଶ୍ଵର, (ଓଟି): କରୋନା ସଂକ୍ରମଣ କେତେଦିନପରେ ଜଣାପଡ଼େ?  ବିଶ୍ଵସ୍ଵାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ କରୋନା ବିପର୍ଯ୍ୟୟ ପରିଚାଳନା କମିଟିର ମୁଖପାତ୍ରଙ୍କ ଯାଏ ସମସ୍ତେ ୧୪ ଦିନ ବୋଲି ଗ୍ରହଣ କରୁଛନ୍ତି। ଏଥିପାଇଁ କୌଣସି ସଂକ୍ରମଣ ଆଶଙ୍କା କରି ସରକାରଙ୍କ … Read More

ମାସ୍କ ନପିନ୍ଧି ଧରାପଡ଼ିଲେ ୨୦୦ ଟଙ୍କା ଜୋରିମାନା

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌):ବାହାରକୁ ବାହାରିଲେ ମୁହଁରେ ପଟି ବା ମାସ୍କ ବା ଘୋଡ଼ଣୀ ବାନ୍ଧିବା ବାଧ୍ୟ। ଯଦି ଆପଣ ନ ବାନ୍ଧିବେ ତେବେ ପୁଲିସ ଆପଣଙ୍କ ବିରୁଦ୍ଧରେ ୨୦୦ଟଙ୍କା ଜୋରିମାନା ଜାରି କରିପାରିବେ। ପୁଣି ଯଦି ଏହି ଭଳି ଦୋଷ ବାରମ୍ବାର କରି … Read More

#Corona: କୋଭିଡ଼-୧୯ର ଗବେଷଣା ପାଇଁ ଦିଲ୍ଲୀ ଆଇଆଇଟିର ଆହ୍ବାନ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କୋରାନା ଭୂତାଣୁ ସଂକ୍ରମଣକୁ ନେଇ ଦେଶ ଘଡ଼ିସନ୍ଧି ଭିତରେ ଗତି କରୁଥିବାରୁ କୋଭିଡ଼-୧୯ ଭୂତାଣୁ ଉପରେ ଗବେଣୋ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଦିଲ୍ଲୀ ଆଇଆଇଟି କର୍ତୃପକ୍ଷ ସୁପର କମ୍ପ୍ୟୁଟର ପିଏଡିଏମୟୁ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସରକାରୀ, ବେସରକାରୀ … Read More

ଚାର୍ଟାଡ଼ ଆକାଉଣ୍ଟାଣ୍ଟସ କୋର୍ସ ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ଜରୁରୀ ନୁହେଁ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କରୋନା ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ବାହାରିପାରି ନଥିଲେ ବି ଚାଟାର୍ଡ଼ ଆକାଉଂଟ କୋର୍ସରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଚାର୍ଟାର୍ଡ଼ ଆକାଉଂଟାଂଟ ଫାଉଣ୍ଡେସନରେ ନିଜ ନାମ ପଞ୍ଜିକରଣ କରିପାରିବା ପାଇଁ … Read More

#OdishaFightsCorona: ୨ ନୂଆ କରୋନା ପଜିଟିଭ୍‌, ପ୍ରଥମ ମହିଳା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌):ରାଜ୍ୟରେ ପୁଣି ଦୁଇ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସମୁଦାୟ ସଂଖ୍ୟା ୪୪ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଆଉ ଜଣେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରେ। ଢେଙ୍କାନାଳରୁ ଚିହ୍ନିତ ପଜିଟିଭ୍‌ ବ୍ୟକ୍ତିଜଣକ ମହିଳା … Read More

#Lockdown ୩୦ ଏପ୍ରିଲ୍‌ଯାଏ ବୃଦ୍ଧି, ଜୁନ୍‌ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ଵର, (ଓଟି): ମାନବ ସଭ୍ୟତାର କରୋନା ହେଉଛି ସବୁଠାରୁ ବଡ଼ ଶତ୍ରୁ। ବିଶ୍ଵରେ ଏହା ଏକ ଆତଙ୍କ ବୋଲି କହିବା ସହ ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ୩୦ ତାରିଖଯାଏ ବୃଦ୍ଧି କରାଯାଇଛି। ଏହାସହ ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ଵପୂଣ୍ଣ … Read More

ସିବିଏସଇ ପାଠ୍ୟକ୍ରମ: ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌) :ସିବିଏସଇର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଆର୍ଟିଫିସିଅଳ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ ଭଳି ଦୁଇଟି ନୂତନ ପାଠ୍ୟକ୍ରମ ପଢାଇବାକୁ ସିବିଏସଇ ଯୋଜନା କରୁଛି । ଦ୍ରୁତ ପରିବର୍ତନଶୀଳ ବିଶ୍ୱ ସହିତ ଛାତ୍ରମାନ ଖାପଖୁଆଇବା ପାଇଁ ଏହି ପାଠ୍ୟକ୍ରମ ଦୁଇଟିର … Read More

#Lockdown: ଯେଉଁଠି ଆକ୍ରାନ୍ତ ସେଇଠି ସୀମିତ ରହୁ

ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା’-  ଓଡ଼ିଶା ଲୋକଙ୍କ ପାଖରେ ଏହା ଏକ ବହୁ ପରିଚିତ ପ୍ରବାଦ। ଯେତେବେଳେ ମୌଣସି ବ୍ୟକ୍ତି କୌଣସି ଏକ ବିଷୟକୁ ନେଇ ଦ୍ଵନ୍ଦ୍ଵରେ ପଡ଼େ ସେତେବେଳେ ଏହି ପ୍ରବାଦଟି ମନକୁ ଆସେ। ଠିକ୍‌ … Read More

ଆମେରିକାରେ କରୋନା: ୬୮ ପ୍ରତିଶତ ଆଫ୍ରିକୀୟ ଆମେରିକାବାସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,(ଓଡ଼ିଶାଟାଇମ୍‌): ଅମେରିକାରେ ଏବେ କରୋନା ଭୂତାଣୁ ମୃତ୍ୟୁର ତାଣ୍ଡବ ରଚାଉଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାରକୁ ଟପିଥିବା ବେଳେ କରୋନାରେ ମୃତ୍ୟୁ ସଂଖ୍ୟା ୧୧ ହଜାରକୁ ଟପି ଗଲାଣି । ତେବେ ସିକାଗୋ ସହରରେ … Read More