ଭାରତରେ ୮୭୧ ନୂଆ ପଜିଟିଭ୍‌, ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬୫୭୭; ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟାରେ ଆହୁରି ୮୭୧ଜଣଙ୍କ ନାଁ ସାମିଲ୍‌ ହୋଇଛି। ସେମାନେ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ପଦ୍ଧତ୍ତିରେ ପରୀକ୍ଷା ହୋଇ କରୋନା ପଜିଟିଭ୍‌ ବୋଲି ସୂଚିତ ହୋଇଛନ୍ତି। ଏହି ସଂଖ୍ୟା … Read More

#OdishaFightsCorona: ସୁସ୍ଥ ହେଲେ ୧୦ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଏକ ଖୁସି ଖବର। ୪୫ ସକ୍ରିୟ କରୋନା ରୋଗୀଙ୍କ ଭିତରୁ ୧୦ଜଣ ଆଜି ସୁସ୍ଥ ହୋଇଛନ୍ତି। ସେମାନେ କୋଭିଡ୍‌୧୯ ପରୀକ୍ଷଣରେ ନେଗେଟିଭ୍‌ ଫଳ ଦେଇଛନ୍ତି। ଏହି ୧୦ ଜଣଙ୍କ ଭିତରୁ ଭୁବନେଶ୍ଵରର … Read More

#OdishaFightsCorona: ଜାଣନ୍ତୁ କେମିତି ହୁଏ କରୋନା ଟେଷ୍ଟିଂ

ଭୁବନେଶ୍ଵର, (ଓଟି): ମହାମାରୀ କରୋନା କାହାକୁ ବି ହୋଇପାରେ। ଏଥିରେ ବୟସ, ଜାତି, ଧର୍ମ ବା ସ୍ଥାନର କୌଣସି ସମ୍ପର୍କ ନାହିଁ। ପୁଣି ସଂକ୍ରମଣ ହେବା ପରେ ଆପଣଙ୍କ ପାଖରେ କାଶ, ଛିଙ୍କ ବା ଜ୍ବର ଏବଂ ନିଃଶ୍ଵାସ ନେବାରେ କଷ୍ଟ … Read More

#OdishaFightsCorona: ପ୍ରକାଶ ପାଇଲା ୪ କରୋନା ରୋଗୀଙ୍କ ବିବରଣୀ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଗୁରୁବାର ଚିହ୍ନଟ ହୋଇଥିବା ୪ କରୋନା ରୋଗୀଙ୍କ ଗସ୍ତ ବିବରଣୀ ପ୍ରଦାନ କରିଛନ୍ତି। ଏହି ୪ ଜଣଙ୍କ ଭିତରୁ ତିନିଜଣ ଗୋଟିଏ ପରିବାରର ସଦସ୍ୟ। ପୁଣି ଏହି ତିନିଜଣଯାକ ମହିଳା। ସେଥିରୁ ଜଣେ ୫ ବର୍ଷର … Read More

କୋଭିଡ୍‌ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ପରାମର୍ଶ, ପୋକଡ଼ା ବାଇଗଣ ଖାଅ

ଭୁବନେଶ୍ଵର, (ଓଟି): ଯେଉଁ ୪ଜଣ କରୋନା ପଜିଟିଭ୍‌ଙ୍କୁ ଗୁରୁବାର ରାତିରେ ଚିହ୍ନଟ କରାଯାଇଛି ସେମାନେ କେଉଁଠାର, କେଉଁ ଅଞ୍ଚଳ ଏବେ ପ୍ରଭାବିତ ହୋଇଛି ସେ ବାବଦରେ ସୂଚନା ଦବୋ ବଦଳରେ ଆଉ ଏକ ଅବାନ୍ତର ପରାମର୍ଶ ଦେଇଛନ୍ତି କୋଭିଡ୍‌ ମୁଖପାତ୍ର ସୁବ୍ରତୋ … Read More

ଏପ୍ରିଲ୍‌ ୩୦ ଯାଏ ସବୁ ଉଡ଼ାଣ ବାତିଲ୍‌ କଲା ଏୟାର ଇଣ୍ଡିଆ

ଭୁବନେଶ୍ଵର, (ଓଟି): ଏପ୍ରିଲ୍‌ ୩୦ ତାରିଖ ଯାଏଁ ସମସ୍ତ ଉଡ଼ାଣ ବୁକିଂ ବାତିଲ୍‌ କରିଛି ଏୟାର ଇଣ୍ଡିଆ। ଏହା ଲକ୍‌ଡାଉନ୍‌ ସମୟସୀମାକୁ ୧୪ ତାରିଖ ପରେ ବୃଦ୍ଧି କରିବା ସମ୍ଭାବନାକୁ ଦୃଢ଼ କରିଛି। ସରକାରଙ୍କ ପକ୍ଷରୁ ମାସ ଶେଷ ଯାଏ କୌଣସି … Read More

#OdishaFightsCorona: ୪ଦିନ ପରେ ବି ଅବରୋଧ ଅଞ୍ଚଳରେ ପହଞ୍ଚି ପାରୁନି ଜରୁରୀ ସାମଗ୍ରୀ

ଭୁବନେଶ୍ଵର, (ଓଟି): ରାଜଧାନୀର କରୋନା ପ୍ରବଣ ଅଞ୍ଚଳରେ ସଂକ୍ରମଣକୁ ରୋକି ବଲାଗି ବିଏମ୍‌ସି ପକ୍ଷରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଏହିକ୍ରମରେ ୪ଟି ଅବରୋଧ ଅଞ୍ଚଳ ଘୋଷଣା ହୋଇଛି। ସେଥିରେ ସୂର୍ଯ୍ୟନଗର, ବମିଖାଲ, ସତ୍ୟ ନଗର ଏବଂ କପିଳପ୍ରସାଦ  ଓ ବେଗୁନିଆ … Read More

ରାଜ୍ୟ ଲଢ଼ୁଛି କରୋନା ସଙ୍ଗେ ହେଲେ ବିଜୁ ଯୁବବାହିନୀ ଉଭାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ଓ ରାଜ୍ୟର ଶାସନକଳ ଏବେ କରୋନା ସଙ୍ଗେ ଲଢ଼ୁଛି। ମହିଳାମାନେ ମଧ୍ୟ ଏସ୍‌ଏଚ୍‌ଜି ମାଧ୍ୟମରେ କରୋନା ଲଢ଼େଇରେ ସାମିଲ୍‌ ହୋଇଛନ୍ତି ବୋଲି ସରକାର କହୁଛନ୍ତି। କିନ୍ତୁ ଏହି ବିପତ୍ତି ସମୟରେ ସାମାଜିକ ସଦ୍‌ଭାବ, ସଚେତନା ସୃଷ୍ଟି … Read More

#coronaUpdates: ୧୨.୪୯ ପ୍ରତିଶତ ହାରରେ ବଢ଼ୁଛି କରୋନା, ସମୁଦାୟ ୧୪ଲକ୍ଷ ୩୯ ହଜାର ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା। ଏବେ ୨୦୯ ଦେଶ ଓ ୨ଟି ପାଣିଜାହାଜ କରୋନା ସଂକ୍ରମିତ। ଏଠାରେ ବିଗତ ୨୪ ଘଣ୍ଟାରେ ରୋଗୀ ସଂଖ୍ୟାରେ ୮୨୮୩୭ଜଣ ନୂଆ ନାଁ ଯୋଡ଼ି ହୋଇଛି। … Read More

#CoronaIndiaUpdates: ଦିନକରେ ୭୮୧ ନୂଆ ରୋଗୀ, ୩୧ ମୃତ୍ୟୁ

ଭୁବନେଶ୍ଵର, (ଓଟି): ଭାରତରେ ଗୋଟିଏ ଦିନରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ବୁଧବାରର ରୋଗୀ ସଂଖ୍ୟାଠୁ ଏହା ୩୦ ପ୍ରତିଶତ ଅଧିକ ରହିଛି। ଗୁରୁବାରଦିନ ସମୁଦାୟ ୭୮୧ଟି ନୂଆ ପଜିଟିଭ୍‌ ଚିହ୍ନଟ ହେବା ଦ୍ଵାରା ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା … Read More