ବସ୍ତିରେ ପୁଲିସ: କରୋନା ସଚେତନ ସହ ଖାଦ୍ୟପୁଡ଼ିଆ ବାଣ୍ଟିଲେ ଏସପି
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍): କେନ୍ଦ୍ରାପଡ଼ା ସହରର ବସ୍ତିବାସିନ୍ଦାଙ୍କ ନିକଟରେ କେନ୍ଦ୍ରାପଡ଼ା ପୁଲିସ ପହଞ୍ଚି ବସ୍ତିବାସିନ୍ଦଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରିବା ସହିତ କରୋନା ସଂକ୍ରମଣୁ କିପରି ରକ୍ଷାପାଇପାରିବେ ସେ ନେଇ ସଚେତନ କରିଛନ୍ତି । ଏଥିସହ କେନ୍ଦ୍ରାପଡ଼ା ଏସପି ବସ୍ତିର … Read More











