ବମିଖାଲରୁ ପୁଣିଜଣେ କରୋନା ରୋଗୀ: ସମୁଦାୟ ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ ଦ୍ଵାରା ସିଲ୍‌ କରାଯାଇଥିବା ବମିଖାଲ୍‌ ତଥା ରାଜ୍ୟର ସବୁଠାରୁ ବଡ଼ କରୋନା ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୫ … Read More

#OdishaFightsCorona: ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା ଆବଦ୍ଧ ପ୍ରତିବନ୍ଧକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ପକ୍ଷରୁ କପିଳପ୍ରସାଦ ସୁନ୍ଦରପଦା ଓ ଯଦୁପୁର ଏବଂ ବେଗୁନିଆ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଵତନ୍ତ୍ର ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏଠାରେ ଜଣେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯିବା ପରେ … Read More

#IndiaFightsCorona: ରାଜ୍ୟ ଲକ୍‌ଡାଉନ୍‌ଠୁ କେନ୍ଦ୍ର ଲକ୍‌ଡାଉନ୍‌ଠୁ ଅଲଗା କେମିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁର ମୁକାବିଲାକରିବା ତଥା ଏହାର ସଂକ୍ରମଣକୁ ରୋକିବା ଲାଗି ରାଜ୍ର ଓ କେନ୍ଦ୍ର ସରକାର ଯେଉଁ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସେଥିରୁ ବହୁ ଆଲୋଚିତ ପଦକ୍ଷେପଟି ହେଉଛି ଲକ୍‌ଡାଉନ୍‌। ୨୨ ମାର୍ଚ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଲକ୍‌ଡାଉନ୍‌ ସମ୍ପ୍ରସାରଣ ଘୋଷଣା ହୋଇପାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟା ବେଳେ ଦେଶବାସୀଙ୍କୁ ଆହ୍ବାନ ଦେବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟ୍ବିଟ୍‌ କରି ଜଣାଇଛନ୍ତି।  ଏହି ଆହ୍ବାନ ଲକ୍‌ଡାଉନ୍‌ ସମ୍ପ୍ରସାରଣ ଘୋଷଣା ପାଇଁ ଉଦ୍ଦିଷ୍ଟ ହେବ ବୋଲି ସମ୍ଭାବନା ବ୍ୟକ୍ତ … Read More

ଶ୍ରମିକଙ୍କୁ ଘରକୁ ଯିବାକୁ ଦିଆଯାଉ, ନହେଲେ ପୁଣି ଅଭାବନୀୟ ସ୍ଥିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କାମ ଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଏବେ ଅତ୍ୟନ୍ତ ହତାଶା ପରିସ୍ଥିତିରେ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ୨୧ ଦନିନିଆ ଲକ୍‌ଡାଉନ୍‌ ସମୟ ଏପ୍ରିଲ୍‌ ୧୪ ତାରିଖ ପରେ ଆହୁରି ବଢ଼ିବା … Read More

#OdishaFightsCorona: ଭୁବନେଶ୍ଵରରେ ଆପୋଲୋକୁ କୋଭିଡ୍‌-୧୯ ପରୀକ୍ଷା ଅନୁମୋଦନ

ଭୁବନେଶ୍ଵର, (ଓଟି): ରାଜ୍ୟରେ ଘଷରାଇ ସ୍ତରରେ କୋଭିଡ୍‌୧୯ ପରୀକ୍ଷା ପାଇଁ ପ୍ରଥମ ଅନୁମୋଦନ ଆପୋଲୋ ହସ୍‌ପିଟାଲ୍‌କୁ ମିଳିଛି। ଏନେଇ ଆଇସିଏମ୍‌ଆର୍‌ ସ୍ପଷ୍ଟ କରିଛନ୍ତି। ହସ୍‌ପିଟାଲ୍‌ର ଲ୍ୟାବ୍‌ ସର୍ଭିସେସ୍‌ ଡିପାର୍ଟମେଣ୍ଟରେ ଏହି ପରୀକ୍ଷଣ ହୋିପାରିବ ବୋଲି ଆଇସିଏମ୍‌ଆର୍‌ ତାଙ୍କ ଓ୍ବେବ୍‌ସାଇଟ୍‌ରେ ଦର୍ଶାଇଛନ୍ତି। ରବିବାର … Read More

#IndiaFightsCorona: ଭାରତରେ ଦିନକୁ ୫୮୪ ଜଣ ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ଭାରତରେ ଦିନକୁ ହାରାହାରି୧୫୭୪୭ କରୋନା ନମୁନା ପରୀକ୍ଷଣ କରାଯାଉଛି। ସେଥିରୁ ୫୮୪ଟି ନମୁନା କରୋନା ପଜିଟିଭ୍‌ ମିଳୁଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍‌ଆର। ଭାରତରେ କରୋନା ସ୍ଥିତି ସମ୍ବନ୍ଧୀୟ ସରକାରଙ୍କ ପକ୍ଷରୁ ଦୈନ୍ଦିନ … Read More

#OdishaFightsCorona: ଓଡ଼ିଶାରେ ସଦ୍ୟ ଚିହ୍ନିତ ୪ କରୋନା ରୋଗୀ କିଏ , ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ ଏଯାଏ ୫୪ଜଣ କରୋନା ରୋଗୀଙ୍କ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ  ସଦ୍ୟ ୪ଜଣଙ୍କ ଗସ୍ତ ବିବରଣୀ ବାବଦରେ ସରକାର ତଥ୍ୟ ଜାରୀ କରିଛନ୍ତି। ଏହି ରୋଗୀମାନଙ୍କୁ କରୋନା ରୋଗୀ ସଂଖ୍ୟା ୫୧, ୫୨, ୫୩ ଏବଂ … Read More

#coronaUpdates: ଓଡ଼ିଶାର ୨୧ ଜିଲ୍ଲାକୁ କରୋନା ଛୁଇଁନି, ୩ ମୁକ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ୨୧ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣ ପହଞ୍ଚିପାରି ନାହିଁ। ଏହି ସବୁ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଗ୍ରାମ ଓ ସହରବାସୀ ରହିଛନ୍ତି। କିନ୍ତୁ ରାଜ୍ୟରେ ଲକ୍‌ଡାଉନ୍‌ ଓ ସାମାଜିକ … Read More

#OdishaFightsCorona: ଜାଣନ୍ତୁ ଭୁବନେଶ୍ଵରର କେଉଁ ଅଞ୍ଚଳ କେତେ ସଂକ୍ରମିତ

ଭୁବନେଶ୍ଵର, (ଓଟି): ରାଜ୍ୟରେ କରୋନା ସଂକ୍ରମଣର ମୁଖ୍ୟ କେନ୍ଦ୍ରସ୍ଥଳ ବା ହଟ ପଏଣ୍ଟ ହୋଇଚି ଭୁବନେଶ୍ଵର।  ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥବା ତଥ୍ୟ ଅନୁସାରେ  ସମୁଦାୟ ୫୪ କରୋନା ରୋଗୀଙ୍କ ଭିତରୁ ଭୁବନେଶ୍ଵରରେ ରହିଛି ୪୧ ନାଁ। ଏହି ୪୧ଜଣଙ୍କ … Read More