ମୋରାଟୋରିଅମ ବିକଳ୍ପ ଚୟନ କରିବା ବେଳେ କ’ଣସବୁ ଧ୍ୟାନରେ ରଖିବେ ଜାଣନ୍ତୁ

ଭୁବନେଶ୍ୱର, (ଓଡ଼ିଶାଟାଇମ୍‌): କରୋନା ଭୂତାଣୁ ବ୍ୟାପିବା ଆମ ଜୀବନକୁ ପ୍ରଭାବିତ କରିଛି । ଲକ୍ ଡାଉନ୍ ଯୋଗୁଁ ନଗଦ ଅର୍ଥ ପ୍ରଭାବ ବ୍ୟାହତ ହୋଇଥିବା ଅନେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ମୋରାଟୋରିଅମ (ଇଏମଆଇ ସ୍ଥଗିତ ରଖିବା) ସୁବିଧା … Read More

#IndiaFightscorona: ସେନ୍‌କୋ କର୍ମଚାରୀଙ୍କ ଦରମା କଟିବନି,

ଭୁବନେଶ୍ୱର, (ଓଡ଼ିଶାଟାଇମ୍‌): କୋଲକାତାର ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍  ଏହାର ସମସ୍ତ ୧୦୦ ଶୋ’ରୁମ୍‌ର କର୍ମଚାରୀଙ୍କୁ ପୂଣ୍ଣ ଦରମା ଦେବ। କୋଭିଡ୍‌-୧୯ ସଂକ୍ରମଣରେ ଦେଶର ସମସ୍ତ ଶୋ’ରୁମ୍‌ ବନ୍ଦ ଥିଲେ ମଧ୍ୟ ଏହା କର୍ମଚାରୀଙ୍କ ଦରମା କାଟ୍‌ କରିବା ନାହିଁ କି … Read More

#CoronaUpdates: ଭୁବନେଶ୍ଵରରେ ୫ ଅବରୋଧ ଅଞ୍ଚଳ, ସମୁଦାୟ ୩୧ ସକ୍ରିୟ କରୋନା

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଭୁବନେଶ୍ଵରରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକ୍‌ ଦେବା ଲାଗି ସରକାର ୫ଟି ଅବରୋଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ କୌଣସି ଲୋକଙ୍କ ଯିବା ଆସିବା ବାରଣ କରାଯାଇଛି। ସେମାନଙ୍କ ପାଖଷର ଜରୁରୀ ସୁବିଧା … Read More

#CoronaUpdates: ଦିନକରେ ୭.୬ ହଜାର ମୃତ, ଭାରତରେ ୩୫

ଭୁବନେଶ୍ଵର, (ଓଟି): ବିଶ୍ଵରେ କରୋନା ସ୍ଥିତି ଜଟିଳ ହୋଇ ରହିଛି। ଗଲା ୨୪ ଘଣ୍ଟା ଭିତରେ ୮୬ହଜାର ୯୫୨ ଲୋକ କରୋନା ସଂକ୍ରମିତ ହୋିଥିବା ବେଳେ ୭୬୦୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଭାରତରୁ ୩୫ଜଣ କରୋନା ପଜିଟିଭ୍‌ ରହିଛନ୍ତି, ଯେଉଁମାନଙ୍କ … Read More

#OdishaFightsCorona: ରାଜ୍ୟ ସ୍ଵାସ୍ଥ୍ୟବିଭାଗ ଜାରିକଲା କରୋନା ଚିତ୍ର, ଜାଣନ୍ତୁ କେଉଁଠି କେତେଜଣ

ଭୁବନେଶ୍ଵର, (ଓଟି): ଓଡ଼ିଶାର କେଉଁ ଅଞ୍ଚଳରେ କେତେ କରୋନା ରୋଗୀ ରହିଛନଦ୍ତି ତାହାର ଏକ ଚିତ୍ର ଦେଇଛି ରଜ୍ୟ ସ୍ଵାସ୍ଥ୍ୟ ବିଭାଗ। ପୁଣି ଟ୍ବିଟର ଦ୍ଵାରା ଜଣାଇଛନ୍ତି ଯେ, ଯଦି କୌଣସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ଥାଏ ତେବେ ସମ୍ପୃକ୍ତ … Read More

#OdishaFightsCorona: ଖବରକାଗଜ ଅଫିସ୍‌ରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଏକ ଖବରକାଗଜ ଅଫିସରେ କରୋନା ସଂକ୍ରମଣ ଭୟ ଖେଳିଛି। ନିକଟରେ ଭୁବନେଶ୍ଵର ୟୁନିଟ୍‌-୪ ଅଞ୍ଚଳରୁ ଜଣେ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହି ଆଶଙ୍କା ଜୋରଦାର ହୋଇଛି। କାରଣ ହେଲା ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଏହି … Read More

#OdishaFightsCorona: ନଜର ପକାନ୍ତୁ ଭୁବନେଶ୍ଵରରେ କେଉଁଠି କେତେ କରୋନା ରୋଗୀ

ଭୁବନେଶ୍ଵର, (ଓଟି): ରାଜ୍ୟ ରାଜଧାନୀ ଭୁବନେଶ୍ଵର ଏବେ ଓଡ଼ିଶାର କରୋନା ହଟ୍‌ସ୍ପଟ୍‌। ପୁଣି ଏ ଭିତରେ କିଛି ଅଞ୍ଚଳ ରହିଛି ଯେଉଁଠି ସଂକ୍ରମଣ ଯଥେଷ୍ଟ ରହିଛି। ଆସନ୍ତୁ ନଜର ପକାଇବା କେଉଁଠି କେତେ କରୋନା ପଜିଟିଭ୍‌ ରହିଛନ୍ତି। ବମିଖାଲ-୧୪ ସବୁଠାରୁ ଅଧିକ … Read More

#IndiaFightsCorona: ଠାବ ହେଲେ ଜମାତ୍‌ ମୁଖ୍ୟ ମୌଲାନା ସାଦ୍‌

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ୍‌ ମୁଖ୍ୟ ମୌଲାନା ସାଦ୍‌ଙ୍କୁ ପୁଲିସ ଚିହ୍ନଟ କରିଛି। ସେ ଜାକୀର ନଗର ଅଞ୍ଚଳରେ ନିଜ ଘରେ ଏକାନ୍ତବାସରେ ଥିବା ପୁଲିସ କହିଛି। ତେବେ ପୁଲିସ ପକ୍ଷରୁ ତାଙ୍କୁ କିଛି ଡକ୍ୟୁମେଣ୍ଟ ମଗାଯାଇଛି। ତାଙ୍କରଏକାନ୍ତବାସ ସମୟ … Read More

#OdishafightsCorona: ସ୍ଥାନୀୟ ସଂକ୍ରମଣ ଆଶଙ୍କା, ସତ୍ୟନଗର ସିଲ୍‌

ଭୁବନେଶ୍ଵର, (ଓଟି): ଭୁବନେଶ୍ଵର ମ୍ୟୁନିସିପାଲିଟି ଅନ୍ତର୍ଗତ ସତ୍ୟନଗରରେ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଜୋରଦାର ହୋଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଜିଟିଭ୍‌ ଚିହ୍ନିତ ବ୍ୟକ୍ତିଙ୍କ ପାଖରେ କୌଣସି ସନ୍ତୋଷଜନକ ଭୁତାଣୁ ସଂକ୍ରମଣ କାରଣ ଜଣା ନପଡ଼ିବାରୁ ବିଏମ୍‌ସି ସେ ଅଞ୍ଚଳକୁ ସଂକ୍ରମଣ ଅବରୋଧ … Read More

#OdishaFightsCorona ମାସ୍କ ପଛର ରାଜ୍‌

ରାଜ୍ୟ ସରକାର ଗୁରୁବାର ସକାଳ ୭ଟାରୁ ରାଜ୍ୟବାସୀଙ୍କ ପାଇଁ ମୁହଁ ଏବଂ ନାକ ଘୋଡ଼ାଇବାକୁ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏହା ସତ ଯେ, ଏହି ମାସ୍କ କେବଳ ମେଡିସିନ୍‌ ଦୋକାନରେ ମିଳୁଥିବା ମାସ୍କ ହେବା ଦରକାର ତାହା ନୁହେଁ। ଏହା ଯେକୌଣସି କପଡ଼ାକୁ ଅତିକମ୍‌ରେ ଦୁଇପରସ୍ତ କରି ତିଆରି କରିପାରିବେ। ତେବେ କିଛିଦିନ ତଳେ ସୁସ୍ଥ ଲୋକ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ମନ୍ତବ୍ୟ ଦେଉଥିବା ସରକାର ଆଜି ହଠାତ୍‌ କାହିଁକି ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି? ପୁଣି ମାସ୍କ ନପିନ୍ଧିଲେ କିଛି ସ୍ଥାନରେ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି?