#CoronaUpdates: କରୋନା ତଥ୍ୟ ଲୁଚାଉଛନ୍ତି ଓଡ଼ିଶା ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ନେଉଥିବା ପଦକ୍ଷେପକୁ ପ୍ରଚାର କରିବାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଏହାର ସୂଚନା ପ୍ରଦାନ ବିଭାଗଗୁଡ଼ିକ ବି ନିଜର ପ୍ରକୃତ କାମ ଭୁଲିଯାଉଛନ୍ତି। କେବଳ ସରକାରଙ୍କ ପ୍ରଚାରଧର୍ମୀ କାହାଣୀକୁ ଗଣମାଧ୍ୟମରେ … Read More

#IndiaCoronaUpdates: ୨୪ ଘଣ୍ଟାରେ ଭାରତରେ ୧୨୦୬ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟା ଭିତରେ ଭାରତରେ ୧୨୦୬ ନିଶ୍ଚିତ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଭାରତୀ୍ର ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର) ପକ୍ଷରୁ ଏହା କୁହାଯାଇଛି। ଆଇସିଏମ୍‌ଆରଙ୍କ ତଥ୍ୟ ସବୁଠାରୁ ଭରସା ଯୋଗ୍ୟ। ଏହି ସଂସ୍ଥା … Read More

କେନ୍ଦ୍ରାପଡ଼ାର ଦୁଇ କରୋନା ସଂକ୍ରମିତଙ୍କ ଦ୍ୱାରା କେହି ସଂକ୍ରମିତ ହୋଇନାହାନ୍ତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନଥିବା ଜଣା ପଡ଼ିଛି । ପ୍ରଥମେ ଆଳି ଅଂଚଳରୁ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ … Read More

କରୋନା କେତେ ଭୟଙ୍କର, ଏହାକୁ ରୋକିବା କେତେ ସହଜ; ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଡା. ବିମଳ ମହାପାତ୍ରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର

ମହାମାରୀ କରୋନା ଭୁତାଣୁ ରୋଗ-୨୦୧୯ ବା କୋଭିଡ୍‌୧୯ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଜନିତରୋଗର ପ୍ରଭାବରୁ  ଶକ୍ତିଶାଳୀ, ବିତ୍ତଶାଳୀ ତଥା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବାଦ୍‌ ପଡ଼ି ନାହାନ୍ତି ବରଂ ସେମାନେ ଏବେ ଅସହାୟ। … Read More

ମହାରାଷ୍ଟ୍ରରେ ୨୩ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ୨୩ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସଂଖ୍ରାକୁ ମିଶାଇ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାର ପାର୍‌ କରିଛି। ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ଆଜି ୧୬୫ଜଣ … Read More

ବିଦେଶରେ ୩୩୩୬ ଭାରତୀୟ କରୋନା ଆକ୍ରାନ୍ତ, ୨୫ ମୃତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଦେଶରେ ଥିବା ଭାରତୀୟମାନେ କରୋନା ଆକ୍ରାନ୍ତରେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ୫୩ଟି ଦେଶରେ ୩୩୩୬ ଜଣ ଭାରତୀୟ କରୋନା ପଜିଟିଭ୍‌ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୨୫ଜଣଙ୍କ ପ୍ରାଣ ଯାଇଛି। କୁଲତ୍‌ ଓ ସିଙ୍ଗାପୁରରେ ସବୁଠାରୁ … Read More

୩୨୫ ଜିଲ୍ଲା କରୋନା ମୁକ୍ତ, ୧୪ ଦିନ ହେଲା ୨୭ ଜିଲ୍ଲାରେ ନୂଆ ପଜିଟିଭ୍‌ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲାକୁ କରୋନା ଛୁଇଁନି। ଯେଉଁ ଜିଲ୍ଲାଗୁଡ଼ିକରେ କରୋନା ପଜିଟିଭ୍‌ଙ୍କୁ ଦେଖିବାକୁ ମିଳିଛି ସେଥିରୁ ୨୭ଟି ଜିଲ୍ଲା ଏବେ ସମସ୍ୟାରୁ ମୁକୁଳିବା ପଥରେ ରହିଛନ୍ତି। ଏହି ୨୭ଟି ଜିଲ୍ଲା ୧୭ଟି ରାଜ୍ୟରେ ଅବସ୍ଥିତ। … Read More

‘’ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ସୁବ୍ରତୋ’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଲୋକଙ୍କୁ ସୂଚନା ଦେବା ବଦଳରେ ବିଭ୍ରାନ୍ତ କରୁଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ରାଜ୍ର କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ। ସେ କହିଛନ୍ତି ସୁବ୍ରତୋ … Read More

#OdishaCoronaUpdates: ୧୧୯୭ ପରୀକ୍ଷା, ଜଣେ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦିନକୁ ୨୦୦ରୁ ୨୫୦ ନମୁନା ପରୀକ୍ଷଣ କରୁଥିବା ଓଡ଼ିଶା ଏବେ ଗୋଟିଏ ଦିନରେ ୧୧୯୭ କରୋନା ନମୁନା ପରୀକ୍ଷଣ କରିଛି। ଆର୍‌ଏମ୍‌ଆର୍‌ସିରେ ସ୍ଥାପନ ହୋଇଥିବା ନୂଆ କୋବାସ୍‌ ମସିନ୍‌ ଦ୍ଵାରା ଏହି ସଫଳତା ମିଳିପାରିଛି। ଆଗାମୀ ଦିନରେ … Read More

#CoronaWorldUpdates: ବିଶ୍ଵରେ କରୋନା ବୃଦ୍ଧି ସଂଖ୍ୟା କମୁଛି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ କିଛି ଦିନ ହେଲା ଲକ୍ଷ୍ୟ କରାଯାଉଛି।ବିଗତ ୨୪ ଘଣ୍ଟା ଭିତରେ ୭୧୫୭୨ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ସଂଖ୍ୟା ଗତକାଲିର ସଂଖ୍ୟା ଅପେକ୍ଷା ୫୭୦୨ କମ୍‌ … Read More