#IndiaCoronaUpdates ଦେଶରେ ୮୮୩ ନୂଆ କରୋନା ରୋଗୀ

ଭୁବେନେଶ୍ଵର , (ଓଡ଼ିଶା ଟାଇମ୍‌):   ଗତ ୨୪ ଘଣ୍ଟା ଭିତରେ ଦେଶର କରୋନା ରୋଗୀଙ୍କ ସଂଖ୍ୟାରେ ୮୮୩ ନୂଆ ରୋଗୀ ସାମିଲ୍‌ ହୋଇଛନ୍ତି।  ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୩୭୦ ହୋଇଛି। ସେହିପରି … Read More

କରୋନା ଗୁଜବରେ ଅଣ୍ଡା ବେପାର ମାନ୍ଦା, ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଣ୍ଡା ଉତ୍ପାଦନକାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଅଣ୍ଡା ଉତ୍ପାଦନ ଶିଳ୍ପ ଉପରେ ବସିଛି କରୋନା ମାଡ଼, ତାହା ପୁଣି ମିଥ୍ୟା ଖବର ଓ ଗୁଜବକୁ ନେଇ। ଫଳରେ ରାଜ୍ୟରେ ଅଣ୍ଡା ଚାହିଦା କମିଛି। ସେହିଭଳି ବିଦ୍ୟାଳୟ ଗୁଡିକ ବନ୍ଦ ଯୋଗୁଁ ମଧ୍ୟାହ୍ନଭୋଜନ ଓ … Read More

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ … Read More

ଭୋଡ଼ାଫୋନ୍‍ ଆଇଡିଆ ଅଫର: ଅନ୍ୟପାଇଁ ରିଚାର୍ଜ କଲେ କ୍ୟାଶ୍‍ବ୍ୟାକ୍‍

ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆର ପ୍ରିପେଡ୍ ଗ୍ରାହକମାନେ ମାଇଁ ଭୋଡାଫୋନ୍ ଆପ୍ କିମ୍ବା ମାଇଁ ଆଇଡିଆ ଆପ୍‌ରେ ଦ୍ୱାରା ଅନ୍ୟ ଯେ କୌଣସି ପ୍ରିପେଡ୍ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ଫୋନ୍ ରିଚାର୍ଜ କରିପାରିବେ । ସେମାନେ ଯେଉଁ ମୂଲ୍ୟର ରିଚାର୍ଜ କରିବେ ସେହି … Read More

କେନ୍ଦ୍ର ଜାରିକଲା ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌, ଜାଣନ୍ତୁ ୨୦ ତାରିଖ ପରେ କେଉଁ ଦିଗରେ ହେବ କୋହଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଆଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମା ଅନୁସାରେ କେଉଁ କ୍ଷେତ୍ରଗୁଡ଼ିକରେ କାମ ବନ୍ଦ ରହିବ ଏବଂ କେଉଁଠି କାମ ଆଂଶିକ ଚାଲିବ ସେ ବିଷୟରେ ସ୍ପଷ୍ଟ କରାଯାଇଛି। ବିଶେଷକରି ରାଜ୍ୟ ସରକାରମାନଙ୍କୁ ୨୦ … Read More

ଆହୁରି ବଢ଼ିଲା ଲକ୍‌ଡାଉନ୍‌: ସମୟ କାଟିବା କିପରି

ସାରା ବିଶ୍ଵ ଏବେ କରୋନା ମହାମାରୀକୁ  ନେଇ ଲଢେଇ କରୁଛି। ଆମେ ସତର୍କ ଓ ସାବଧାନ ରହିଲେ  ଏହାକୁ ସହଜରେ ମୁକାବିଲା କରିପାରିବା। ତେବେ ଆମେ ଏକ ଭଲ ସ୍ଥିତିରେ ଅଛୁ । ଏହାକୁ ଜାଣିବା ଓ ବୁଝିବା ପାଇଁ ଆମର … Read More

ଅନ୍ଧ ଦେଶରେ ଦର୍ପଣ ବିକା; କେନ୍ଦ୍ରାପଡ଼ାରେ କୋଭିଡ୍‌ ମୁକାବିଲା ପ୍ରସ୍ତୁତିର ବିଭ୍ରାନ୍ତକର ଦୃଶ୍ୟ

କେନ୍ଦ୍ରାପଡ଼ା, (ପ୍ରଦୀପକୁମାର ଜେନା): ଅନ୍ଧ ରାଇଜରେ ଦର୍ପଣ ବିକିଲା ପରି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କରୋନା ଭୁତାଣୁ ରୋଗ ( କୋଭିଡ୍‌) ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଏହାକୁ ଜରୁରୀକାଳୀନ ପରିସ୍ଥିତି ବୋଲି … Read More

#CoronaIndiaUpdates: ବଢ଼ି ଚାଲିଛି କରୋନା ବିତ୍ପାତ, ୨୪ ଘଣ୍ଟାରେ ୧୦୩୩ ନୂଆ ଆକ୍ରାନ୍ତ

ଭୁବେନେଶ୍ଵର , (ଓଡ଼ିଶା ଟାଇମ୍‌): ୨୧ ଦିନର ଲକ୍‌ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ  ଦେଖାଯାଉ ନାହିଁ। ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ୧୦୩୩ ଜଣଙ୍କ କରୋନା ଆକ୍ରାନ୍ତ … Read More

#CoronaWorldUpdates: କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ ଆତଙ୍କ ଖେଳାଇଥିବା କୋଭିଡ୍‌୧୯, ଗଲା ଦୁଇଦିନ ହେଲା ସାମାନ୍ୟ କମ୍‌ ପ୍ରଭାବ ପକାଇଛି। ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହଆସ ପରିଲକ୍ଷିତ ହୋଇଛି। ବିଶ୍ଵସ୍ଵାସ୍ଥ୍ୟ ସଂକଠନ ପକ୍ଷରୁ ଜାରି ହୋଇଥିବା ଗଲା ତିନିଦିନର ତଥ୍ୟକୁ … Read More

ଗୁଜରାଟରେ ବିଧାୟକ କରୋନା ପଜିଟିଭ୍‌, ମୁଖ୍ୟମନ୍ତ୍ରୀ ସନ୍ଦିଗ୍ଧ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗୁଜରାଟର  କଂଗ୍ରେସ ବିଧାୟକ ଇମ୍ରାନ୍‌ ଖଣ୍ଡେଲ୍‌ୱାଲ୍‌ କରୋନା ଭାଇରସରେ ଆକ୍ର‌ାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନମୁନା ପରୀକ୍ଷଣ ବାବଦ ଏହି ରିପୋର୍ଟ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ତେବେ ପଜିଟିଭ୍‌ ଜଣାପଡ଼ିବା କିଛି ସମୟ … Read More