#coronaUpdate: ଦୁଇ ଜିଲା ମୁକୁଳିଲାବେଳକୁ ଆଉ ୧ ନୂଆ ଜିଲ୍ଲା ଆକ୍ରାନ୍ତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହାକୁ ଲକ୍ଷ୍ୟ କରି ରାଜ୍ର ସରକାର ଜନଜୀବନକୁ ସ୍ଵଭାବିକ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ଭିତରେ ଭଲ ଖବର … Read More











