ଆଜିଠୁ #Lockdown କଟକଣା କୋହଳ, ରାଜଧାନୀରେ ପୂର୍ବ ଭଳି ବଳବତ୍ତର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନର ତଥା ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ନିର୍ଦେଶାବଳୀ ଅନୁସାରେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ବିଭିନ୍ନ ସ୍ଥାନରେ ଶିଳ୍ପ, ବାଣିଜ୍ୟ କାରବାର ତଥା ବ୍ୟବସାୟକୁ … Read More

ଶ୍ରମିକଙ୍କ ପାଇଁ କୋହଳ ହେଲା #Lockdown କଟକଣା: କାମକୁ ଫେରିବାକୁ କେନ୍ଦ୍ରର ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟଇମ୍‌): ଶ୍ରମିକ ଏବେ କାମକୁ ଫେରିପାରିବେ। ଯେଉଁମାନେ କାମରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ ଚାହିଁଲେ କାମକୁ ଫେରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି। ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ନିୟମ … Read More

କଣ୍ଟିଲୋ ନୀଳମାଧଵଙ୍କ ସେବାୟତଙ୍କୁ ଆର୍ଥିକ ସହାୟତା ଦାବିକଲେ ସିଦ୍ଧାର୍ଥ

  ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନକୁ ଦୃଷ୍ଟିରେ ରଖି  5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ … Read More

#CoronaUpdates: ଦିନକରେ ୧୩୩୪ କରୋନା ପଜିଟିଭ୍‌, ୨୭ ମୃତ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଦେଶକୁ ଏବେ କରୋନା ସମ୍ପର୍କିତ ମିଶ୍ରିତ ଫଳ ମିଳୁଛି। ଭାରତ ସରକାରଙ୍କ ଘୋଷଣା ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ଟି ନୂଆ କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଦେଶର … Read More

#covid-19 ନିୟନ୍ତ୍ରଣ ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ଫେରୁଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ଓ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ସହରାଞ୍ଚଳ ସରିଲା ଏବେ ଗ୍ରାମାଞ୍ଚଳ ଚିନ୍ତା। ଲକ୍‌ଡାଉନ୍‌ ଉଠିଲେ ଗ୍ରାମାଞ୍ଚଳରେ କରୋନା ରୋଗ ବା କୋଭିଡ୍‌୧୯ ବ୍ୟାପିବା ଆଶଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକିଥିବା ଶ୍ରମିକମାନେ ରାଜ୍ୟକୁ ଫେରିବା ଓ ନିଜ ନିଜ ଘରକୁ ଯିବା … Read More

#LockdownBan: ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସ କାରବାର ମନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କିଛିଦିନ ତଳେ କୋରିୟର୍‌ ଓ ଅନ୍‌ଲାଇନ୍‌ ଶପିଂ ପ୍ଲାଟ୍‌ଫର୍ମକୁ ଖୋଲିଥିବା କେନ୍ଦ୍ର ସରକାର ୟୁଟର୍ନ ନେଇଛନ୍ତି। ରବିବାରଦିନ ଏକ ବିଜ୍ଞପ୍ତି ଆଦେଶରେ କହିଛନ୍ତି ଯେ, ଅଣ ଅତ୍ୟାବଶ୍ୟକ ସାମଗ୍ରୀର କାରବାର ସୋମବାରଠୁ ହୋଇ ପାରିବ ନାହିଁ। ଅର୍ଥାତ୍‌ … Read More

#IndiaFightsCorona: ଭାରତରେ ୩୦ ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମ୍ପର୍କିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ପ୍ରାୟ ୩୦ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମାଜଡ଼ ଧାର୍ମିକ ସଭା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପର୍କିତ। ଏହି ସଭା ମାର୍ଚ ମାସ ମଝିରେ ନୂଆଦିଲ୍ଲିର ନିଜାମୁଦ୍ଦିନ୍‌ ମର୍‌କାଜ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ … Read More

#FDI Check: ଚୀନ୍‌ର ନିବେଶକୁ ଭାରତର ରୋକ୍‌, ଏବେ ପାକିସ୍ତାନ ଭଳି ଚୀନକୁ ଆଶଙ୍କା

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): କରୋନା ମାଡ଼ରେ ଦୁସ୍ଥ ହୋଇଯାଇଥିବା ଭାରତୀୟ କମ୍ପାନୀ ଉପରେ ନଜର ପକାଇଛି ଚୀନ୍‌। ବିଭିନ୍ନ ସୂତ୍ରରୁ ଏଗୁଡ଼ିକୁ କିଣି ମାଲିକାନା ଜାହିର କରିବାକୁ ଚେଷ୍ଟା କରୁଛି। ଚୀନର ଏହି ଭିତିରି ଉଦ୍ଦେଶ୍ୟକୁ ଭାରତ ତରଫରୁ ଯାଞ୍ଚ କରାଯାଇ … Read More

#Lockdown: କେରଳରେ ଖୋଲିବ ରେଷ୍ଟୁରାଣ୍ଟ, ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଚାଲିକ କାର୍‌

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): କେରଳରେ ସ୍ଥିତି ସ୍ଵଭାବିକ ହେବାକୁ ଯାଉଛି। କରୋନା ବୃଦ୍ଧି ସଂଖ୍ୟା ଗଲା ଦୁଇ ସପ୍ତାହ ହେଲା ୧ ଅଙ୍କରେ ସୀମିତ ରହିଛି। କଡ଼ା ଲକ୍‌ଡାଉନ୍‌ ପଦକ୍ଷେପ ଯୋଗୁ ସଫଳତା ପାଇଥିବା କେରଳ ଏବେ ନିଜର ଜୀବନଯାତ୍ରାକୁ ସ୍ଵଭାବିକ … Read More

ଶାସକ ଯେବେ ଆଦର୍ଶ ହୁଏ

ବିପତ୍ତି ବଳେ ଶାସକର ଅସଲି ଚରିତ୍ର ଧରାପଡ଼େ।  ଚୀନରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ଏବେ ବିଶ୍ଵରେ ପ୍ରାୟ ଦେଢ଼ ଲକ୍ଷ ଜୀବନ ନେଇ ସାରିଲାଣି। ଭାରତରେ ୧୨ ହଜାର ୬୩୭ଜଣ ଏବେ ଏହି ରୋଗରେ ଆକ୍ରାନ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କ … Read More