#corona ପ୍ରଭାବ: ଜୁନ୍‌ ୧୭ ପରେ ପରୀକ୍ଷା ଚିନ୍ତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷର ଶିକ୍ଷାବର୍ଷ କେଉଁ ମାସରେ ଆରମ୍ଭ ହେବ? ପରୀକ୍ଷା କେବେ ହେବ? ଦେଇଥିବା ପରୀକ୍ଷାର ଫଳାଫଳ କେବେ ବାହାରିବ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଦ୍‌ ସରକାରଙ୍କ ପାଖରେ ବି ନାହିଁ। ମହାମାରୀ କରୋନା ମାଡ଼ରେ … Read More

#CoronaUpdate: ଯାଜପୁରରେ ୫, ସୁନ୍ଦରଗଡ଼ରେ୧ ନୂଆ କରୋନା ପଜିଟିଭ୍‌; ରାଜ୍ୟରେ ସମୁଦାୟ ସଂଖ୍ୟା ୭୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ ଆଉ ୬ କରୋନା ରୋଗୀଙ୍କୂ ଚିହ୍ନଟ କରାଯାଇଛି। ଫଳରେ ଗୋଟିଏ ଦିନରେ ରାଜ୍ୟରେ  ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟାରେ ୧୩ ବୃଦ୍ଧି ଘଟି ତାହା ୭୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ନୂଆ କରୋନା … Read More

ଆଶା ଦେଲା ଇସ୍ରାଏଲ୍‌: #corona ଚିକିତ୍ସା ୧୦୦ ପ୍ରତିଶତ ସମ୍ଭବ

ଓଡ଼ିଶା ଟାଇମ୍‌ ବ୍ୟୁରୋ  ସାରା ବିଶ୍ଵ କରୋନା ସହ ଲଢ଼ୁଥିବା ବେଳେ ଇସ୍ରାଏଲ୍‌ ସମ୍ଭାବନାର ଆଲୋକ ଦେଖାଇଛି। କୌଣସି ନିର୍ଦିଷ୍ଟ ଔଷଧ ତଥା ଚିକିତ୍ସା ପଦ୍ଧତ୍ତି ନାହିଁ ବୋଲି କହୁଥିବା ବିଶ୍ଵକୁ ଇସ୍ରାଏଲ୍‌ କହିଛି କରୋନା ରୋଗର ୧୦୦ ପ୍ରତିଶତ ଚିକିତ୍ସା … Read More

ବାଲେଶ୍ଵରରେ ଅଢ଼େଇ ବର୍ଷର ଝିଅକୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵର ଜିଲ୍ଲାରେ ଜଣେ ଅଢ଼େଇ ବର୍ଷର ଝିଅ କରୋନା ଆକ୍ରାନ୍ତ ହୋଇଥିବା ଖବ ମିଳିଛି। ଏହାଙ୍କ ପିତା, ମାତାଙ୍କଠାରେ କରୋନା ପଜିଟିଭ୍‌ ଟେଷ୍ଟ କରାଯାଇ ନାହିଁ। ସମ୍ପୃକ୍ତି ପରିବାରଙ୍କୁ କ୍ଵାରେଣ୍ଟିନ୍‌ରେ ରଖିବା ଲାଗି ପ୍ରଶାସନ ପଦକ୍ଷେପ ନେଇଥିବା … Read More

ବଡ଼ ସାଂଘାତିକ ଗାଡ଼ି ଚାଳକ: ଲକ୍‌ଡାଉନ୍‌ ବେଳେ ବଙ୍ଗଳାରୁ ଓଡ଼ିଶା ଆଣିଲେ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସ୍ଵଳ୍ପ ଫାଇଦା ହେଉ ବା କାହାକୁ ସାହାଯ୍ୟ କରିବାର ମନୋବୃତ୍ତିରେ ଲକ୍‌ଡାଉନ୍‌ ନିୟମ ଫୁ ହୋଇଛି। ଫଳରେ ପଡ଼ୋଶୀ ରାଜ୍ୟରୁ କରୋନା ରୋଗୀ ପ୍ରବେଶ କରିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ। ସେମାନଙ୍କୁ ଖୋଜି ପାଇବା ଏବେ ପ୍ରଶାସନ ପାଇଁ … Read More

#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରାଞ୍ଚଳରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯେଉଁ ସାମ୍ପଲ୍‌ ବାଲେଶ୍ଵର ଓ ଭଦ୍ରକରୁ ଗତକାଲି ସଂଗ୍ରହ କରାଯାଇଥିଲା ସେମାନଙ୍କ ଭିତରୁ ୭ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ୭ … Read More

ଓଡ଼ିଶାରେ ଆଉ ୭ #Corona ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମକୁ କୋହଳ କରି ଜନଜୀବନ ସ୍ଵଭାବିକ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ସକାଳୁ ସକାଳୁ ଏକ ଧକ୍କା ଲଗାଇଛି ସ୍ଵାସ୍ଥ୍ୟ ବିଭାଗ। ପୁଣି ରାଜ୍ୟରେ ଆଉ ୭ ଜଣ ରୋଗୀଙ୍କ ଶରୀରରେ କରୋନା … Read More

#covid19 ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଡ଼ଚଣା ଥାନା ଅଧିକାରୀଦୀପକ କୁମାର ଜେନାଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ଦ୍ଵାରା ଜାରି କୋଭିଡ୍‌-୧୯ ନିୟମାବଳୀକୁ ଉଲ୍ଲଙ୍ଘନ କରିବା ତଥା ନିଜ ପଦବୀର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ପୁଲିସ୍‌ ଡିଜି ଅଭୟ ନିଲମ୍ବନ ଆଦେଶ ଦେଇଥିବା ପୁଲିସ୍‌ … Read More

ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍‌, ୧୭ ହଜାର ୬୧୫ ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମଗ୍ର ଭାରତରେ ଏବେ ସୁଦ୍ଧା ୪ ଲକ୍ଷ ୧ ହଜାର ୫୮୬ ସରମ୍ପଲ୍‌ ପରୀକ୍ଷା କରାଯାଇଛି। ଏହି ସାମ୍ପଲ୍‌କୁ ଆର୍‌ଟି ପିସିଆର୍‌ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇ ନିଶ୍ଚିତ କରୋନା ସଂକ୍ରମଣ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି … Read More

#CoronaUpdates: ରୋଗୀ ସଂଖ୍ୟା ସ୍ଥିର, ତିନିଦିନରେ ଭୁବନେଶ୍ଵରରେ ୨୫୦୦ ସାମ୍ପଲ୍‌ ପରୀକ୍ଷଣ, ବାଲେଶ୍ଵରରେ କଟକଣା

ଭୁବନେଶ୍ବର (ଓଡ଼ିଶା ଟାଇମ୍‌) : ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି। ସମୁଦାୟ ୯୬୯୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯାଇଛି। ଏହାଦ୍ଵାରା ୬୪ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ହସ୍‌ପିଟାଲ୍‌ … Read More