ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କରୋନା ନେଗେଟିଭ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀଇମ୍ରାନ୍‌ ଖାଁଙ୍କୁ ଆଶ୍ଵସ୍ତି ମିଳିଛି। ସାର୍ସ କରୋନା ଭାଇରସ୍‌-୨ ( ନୋଭେଲ୍‌ କରୋନା) ଭୁତାଣୁ ସଂକ୍ରମଣ ନେଇ ଯେଉଁ ଆଶଙ୍କା ଥିଲା ତାହା ଟଳି ଯାଇଛି। କାରଣ ସେ କରୋନା ଭୁତାଣୁ ସଂକ୍ରମଣରେ ଆସି ନାହାନ୍ତି ବୋଲି ଟେଷ୍ଟ ପରେ … Read More

ଲଣ୍ଡନରେ ଆଜି ହେବ କରୋନା ଟୀକା ପରୀକ୍ଷଣ, ଭାରତୀୟ ସଂସ୍ଥାର ଯୋଗଦାନ

ଭୁେନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସଂକ୍ରମଣ ପାଇଁ ଆଜି ଯାଏ କୌଣସି ଔଷଧ, ନିର୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ବା ଟୀକା ଆବିଷ୍କାର ହୋଇ ନାହିଁ। ଫଳରେ କରୋନା ସଂକ୍ରମଣର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ଵର ବିଭିନ୍ନ ସରକାର କେବଳ … Read More

ନଜର ପକାନ୍ତୁ ବିଶ୍ଵ, ଭାରତ, ଓଡ଼ିଶାର କରୋନା ସ୍ଥିତି ସମ୍ପର୍କରେ

  ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ କରୋନା ପରାକ୍ରମ ବଜାୟ ରଖିଛି। ବିଗତ ୨୪ ଘଣ୍ଟା ଭିତରେ ୮୩୫୯୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏପ୍ରିଲ୍‌ ୨୦ ତାରିଖରେ ଏହି ସଂଖ୍ୟା ୭୨୩୯୭ ଥିଲା। ୨୩ ତାରିଖ ପ୍ରତଃ ୩ଟା ବେଳେ … Read More

#IndiaFightsCorona: ୨୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା, କେନ୍ଦ୍ର କ୍ୟାବିନେଟ୍‌ର ୧୫ ହଜାର କୋଟି ମଞ୍ଜୁର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟିପିଛି। ଏବେ ଦେଶରେ ୧୫ହଜାର ୮୮୯ କରୋନା ରୋଗୀ ମିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି। ୬୫୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୫୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହି … Read More

#corona: ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁର ଅବରୋଧ ତଥା ଲକ୍‌ଡାଉନ୍‌ ପରିସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍‌ ୨୭ ତାରିଖ ଦିନ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବୈଠକ ହେବ। … Read More

#Coronatesting: ପୁଣି ଚାଲିବ ଆଣ୍ଟିବଡି ଟେଷ୍ଟ, କେବଳ ସର୍ଭିଲାନ୍ସ ପାଇଁ ହେବ ବ୍ୟବହାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଅଭିଯୋଗ ପରି ଗୋଟିଏ ଦିନ ବନ୍ଦ ଥିବା ଆଣ୍ଟିବଡି ଭିତ୍ତିକ ଦ୍ରୁତ ପରୀକ୍ଷଣକୁ ପୁଣିଥରେ ଚାଲୁ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସଚିବମାନଙ୍କୁ … Read More

ଭୁବନେଶ୍ଵରରୁ ଉଠିଲା ଅବରୋଧ ଅଞ୍ଚଳ କଟକଣା, କୋହଳ ହୋଇପାରେ ଲକ୍‌ଡାଉନ୍‌

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜଧାନୀ ଭୁବନେଶ୍ଵରର ସମସ୍ତ ଅବରୋଧ ଅଞ୍ଚଳକୁ ଅବରୋଧ କଟକଣା ମୁକ୍ତ କରାଯାଇଛି। ମହାନଗର ନିଗମ ପକ୍ଷରୁ  ସତ୍ୟନଗର, ବମିଖାଲ ଏବଂ ସୂର୍ଯ୍ୟନଗର ଅଞ୍ଚଳରୁ ଅବରୋଧ କଟକଣା ଉଠାଇ ଦିଆଯାଇଛି। ଏହାଫଳରେ ଏବେ ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀ … Read More

କୋଭିଡ୍‌-୧୯ ଖ୍ରୀଷ୍ଟ: ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିକୁ ୫ଲକ୍ଷ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ସାରା ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛି । … Read More

ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍‌ କରାଯାଉ‌: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡ଼ିଶା ଟାିମ୍‌) – ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ଓଡିଶାରେ କରୋନା ବୃଦ୍ଧି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିବା ସହ  ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍‌ କରିବା ଉଚିତ୍‌ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ … Read More

କେନ୍ଦ୍ରର ନୂଆ ଆଦେଶ ବଳରେ #Lockdown ସମୟରେ କ’ଣସବୁ ଖୋଲା ହେବ ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯେଉଁ ଦୋକାନସବୁ ପାଠପଢ଼ା ବହି ବା ଇଲେକ୍ଟ୍ରିକ୍‌ ଫ୍ୟାନ୍‌ ବିକୁଛନ୍ତି ସେମାନଙ୍କ ପାଇଁ ଖୁସିଖବର। ଏଣିକି ଲକ୍‌ଢାଉନ୍‌ ପ୍ରତିବନ୍ଧକ ତାଙ୍କ ଉପରେ ରହିବ ନାହିଁ। ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ଜାରି କରିଥିବା ନିୟମ ଅନୁସାରେ ଏହେି ଦୋକାନସବୁ … Read More