ଆଉଜଣେ ବଙ୍ଗଳା ଫେରନ୍ତା କରୋନା ପଜିଟିଭ୍‌, ଯାଜପୁରରେ ସଂଖ୍ୟା ୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଉଜଣେ ବଙ୍ଗଳା ଫେରନ୍ତାଙ୍କୁ ଯାଜପୁରରେ କରୋନା ପଜିଟିଭ୍‌ ସଂକ୍ରମିତ ଥିବା ଠାବ କରାଯାଇଛି। ଏହାଦ୍ଵାରା ଯାଜପୁରରେ ମୋଟ୍‌ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଏହି ୮୩ ନମ୍ବର … Read More

IndiaFightsCorona: ଡାକ୍ତରଙ୍କୁ ଆକ୍ରମଣ କଲେ ଏଣିକି କଠୋର ଦଣ୍ଡ, ଜାଣନ୍ତୁ କ’ଣ ହେଲା ନିୟମରେ ପରିବର୍ତ୍ତନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସହ ଲଢ଼ୁଥିବା ସ୍ଵାସ୍ଥ୍ୟକର୍ମୀ ତଥା ସମ୍ମୁଖ ଯୋଦ୍ଧାକୁ ସୁରକ୍ଷିତ କରିବା ତଥଶ ତାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମହାମାରୀ ଆଇନ ୧୮୯୭ରେ ପରିବର୍ତ୍ତନ  ଲାଗି ଅଧ୍ୟାଦେଶ ଜାରି କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ … Read More

#OdishaFightsCorona: ଓଡ଼ିଶା ପାଇଁ କରୋନା ଆହ୍ବାନ- ଗାଁରେ ପଶିପାରନ୍ତି ୫ ଲକ୍ଷ ଓଡ଼ିଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସହରାଞ୍ଚଳରେ କରୋନା ସଂକ୍ରମକଣକୁ ଅବରୋଧ କରିବାରେ ସଫଳତା ପାଇଥିବା ଓଡ଼ିଶା ସରକାରଙ୍କ ପାଇଁ ଗ୍ରାମାଞ୍ଚଳ ଏକ ଆହ୍ବାନ ହୋଇ ଠିଆ ହୋଇଛି। ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ଓଡ଼ିଆ ମାନେ ଆସନ୍ତା ଦିନରେ ଫେରିବା … Read More

#OdishaFightsCorona ସରପଞ୍ଚ ନେଲେ ଶପଥ: ବହିରାଗତଙ୍କୁ ଗାଁ ମନା, ୧୪ ଦିନ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରିବା ସହ ସେମାନଙ୍କୁ ଜଣେ ଜଣେ ପ୍ରତିଶୃତିସମ୍ପନ୍ନ ଯୋଦ୍ଧା ଭାବେ କାର୍ଯ୍ୟ କରିବା ଲାଗି ଶପଥପାଠ କରାଇଛନ୍ତି। ଏହିକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ … Read More

କୋଭିଡ୍‌ରୁ ରକ୍ଷା ପାଇବେ କିପରି, ଜାଣନ୍ତୁ କିଛି ଜରୁରୀ ଉପାୟ

ଏଯାବତ କରୋନା ଭୁତାଣୁ ଜନିତ ରୋଗ (କୋଭିଡ୍‌ ୧୯) ରୁ ମୁକ୍ତି ପାଇବା ଲାଗି କୌଣସି ସଫଳ ଚିକିତ୍ସା ଆବିଷ୍କୃତ ହୋଇ ନାହିଁ। ସଂକ୍ରମଣରୁ ରକ୍ଷା ପାଇବା ଲାଗି କେବଳ କିଛି ଦିଶା ନିର୍ବେଶାବଳୀ ପାଳନ ଏବଂ ସାବଧାନତା ଅବଲମ୍ବନକୁ ମୁଖ୍ୟ … Read More

ଅର୍ଥନୀତିରେ କରୋନା ପ୍ରଭାବ: ଫେସ୍‌ବୁକ୍‌ କିଣିଲା ଜିଓ ଶେୟାର, ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ଼ ଏଫ୍‌ଡିଆଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଶିଳ୍ପ ଅର୍ଥନୀତିରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। କୋଭିଡ୍‌୧୯ ଯୋଗୁ ମାନ୍ଦା ହୋଇଥିବା ବିଶ୍ଵ ବଜାର ଭାରତୀୟ ମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ଚୀନ ପୁଞ୍ଜି ନିବେଶ ଏବଂ ଏହାକୁ ନେଇ … Read More

ଭଦ୍ରକରୁ ୩ ନୂଆ କରୋନା ପଜିଟିଭ୍‌, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୮୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭଦ୍ରକ ଜିଲ୍ଲାରେ ତିନି ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଛି। ସେମାବାରଦିନ ଏହିଜିଲ୍ଲାରୁ ୫ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ଏହି ସଂଖ୍ୟା ଦ୍ଵାରା … Read More

ଲକ୍‍ଡାଉନରେ ଭୋଜନ ସେବା: ତିନି କୋଟି ମାଗଣା ଭୋଜନ ବାଣ୍ଟିବ ‘ମିଶନ ଅନ୍ନ ସେବା’

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ଫ୍ରଣ୍ଟଲାଇନ୍‍ ୱାର୍କର, ଦିନମଜୁରି, ବଞ୍ଚିତ ଗୋଷ୍ଠୀଙ୍କ ପାଖରେ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ୍ ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ରିଲାଏନ୍ସ ଫାଉଣ୍ଡେସନ୍ । … Read More

ସୁନା କିଣିବାର ଲକ୍‌ଡାଉନ୍‌ ଫର୍ମୁଲା: ଅନ୍‌ଲାଇନ୍‌ରେ ଅର୍ଡର, ପ୍ରାଇସ୍‌ ଲକ୍‌-ଇନ୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଅକ୍ଷୟତୃତୀୟାରେ ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ ଲକ୍ଷକରି ସେନ୍‌କୋ ଗୋଲ୍ଡ ପକ୍ଷରୁ ବିଶେଷ ଅଫର ଘୋଷଣା କରାଯାଇଛି। ଏହି ଅଫ୍‌ ଅନୁସାରେ ଗ୍ରାହକ ଏବେ ଲକ୍‌ଡାଉନ୍‌ ସମୟରେ ନିଜ ମନ ପସନ୍ଦର ଅଳଙ୍କାର ପାଇଁ ଅର୍ଡର ବୁକ୍‌ … Read More

ଉତ୍ପାଦନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି ଡାଲ୍‍ମିଆ ରିଫ୍ରାକ୍‍ଟରୀ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି କଂପାନି ତଥା ଡାଲମିଆ ଭାରତ ଗ୍ରୁପ୍‌ର ଏକ ଅଂଶ ଡାଲମିଆ ଓସିଏଲ୍ ଏହାର ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଥିବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ଓଡ଼ିଶା ସରକାରଙ୍କ ଠାରୁ ଅନୁମୋଦନ ହାସଲ କରିଛି … Read More