ଜଷ୍ଟିସ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେଘାଳୟା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଜାନୁୟାରୀ ୫ ତାରିଖରେ ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାବେରୀଙ୍କ ଅବସର ପରେ ଏହି … Read More

#coronaIndiaUpdate: ୨୪ ଘଣ୍ଟାରେ ୧୬୬୯ ବୃଦ୍ଧି, ୪୦ ମୃତ, ୬୪୨ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ ଗତ ୨୪ ଘଣ୍ଟା ଭିତରେ ୧୬୬୯ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସଂଖ୍ୟା ପହଞ୍ଚିଛି ୨୩୦୩୯। ସେହିପରି ୬୪୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନଙ୍କ … Read More

ଉତ୍ତର ଓଡ଼ିଶାରେ କରୋନା ସ୍ଥିତି ସଙ୍କଟଜନକ: ବଙ୍ଗ ଫେରନ୍ତା ବଢ଼ାଉଛନ୍ତି ଚିନ୍ତା, ରାଜ୍ୟରେ ୯୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଙ୍ଗ ଫେରନ୍ତା ଏମେ ଚିନ୍ତାର କାରଣ ହୋଇଛି। ଗଲା ତିନିଦିନ ହେଲା ଲଗାତାର ଉତ୍ତର ଓଡ଼ିଶାରେ ସେମାନେ ସଂକ୍ରମଣ ବାହକ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮ ଜଣଙ୍କ … Read More

କେମିତି ଜାଣିବେ ଫେକ୍‌ ନ୍ୟୁଜ୍‌, ଆଇଆଇଏମ୍‌ସି ଉନ୍ମୋଚନ କଲା ମାର୍ଗଦର୍ଶିକା

ଢେଙ୍କାନାଳ: ଜାଲି ଖବର ସାରା ପୃଥିବୀରେ ଭୟାନକ ବିପଦ ଭାବେ ଉଭା ହୋଇଛି । ଫଳରେ କେଉଁଟି ସତ, କେଉଁଟି ମିଛ ଲୋକମାନେ ଜାଣିପାରୁ ନାହାନ୍ତି । ଆଉ କ୍ରମଶଃ ଏହା ଆମର ଖବର ପଠନର ଶୈଳୀକୁ ବି କବଜା କରିବାକୁ … Read More

ବାଲେଶ୍ଵରରେ ୨ ନୂଆ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୧୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭଦ୍ରକ, ଯାଜପୁର ପରେ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦୁଇଅଙ୍କ ବିଶିଷ୍ଟ ହୋଇଛି। ଏଠାରେ ଜଣେ ୫୫ ବର୍ଷୀୟ ମହିଳା ଏବଂ ୩୬ ବର୍ଷୀୟ ପୁରୁଷଙ୍କଠାରେ ଆଜି କରୋନା ଭୁତାଣୁ ଠାବ କରାଯାଇଛି। ଏହାଦ୍ଵାରା ଜିଲ୍ଲାରେ … Read More

୧୪ ଦିନ ହେଲା ୭୮ ପ୍ରଭାବିତ ଜିଲ୍ଲାରେ କରୋନା ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଠୋର ପଦକ୍ଷେପ ଓ ସଂସ୍ପର୍ଶ ପରୀକ୍ଷଣ ତଥା ଆକ୍ଟିଭ୍‌ ସର୍ଭିଲେନ୍ସ କାରଣରୁ କରୋନାସଂକ୍ରମଣକୁ ରୋକାଯାଇପାରିଛି। କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗଲା … Read More

ଯାଜପୁରରେ ପୁଣି ୪ କରୋନା ପଜିଟିଭ୍‌, ରାଜ୍ୟ ସଂଖ୍ୟା ୮୭

ଭୁବନେଶ୍ଵର, (ମାନସ ରଞ୍ଜନ ବିଶ୍ଵାଳ‌): ଓଡ଼ିଶାର ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦ୍ଵନ୍ଦ୍ଵିତା ମୂଳକ ବଢ଼ି ଚାଲିଛି। ଗୋଟିଏଦିନ ବାଲେଶ୍ଵର ରାଜ୍ୟ ପ୍ରଶାସନର ମୁଣ୍ଡବିନ୍ଧା କାରଣ ହୋଇଥିବା ବେଳେ ତା’ ପରଦିନ ଭଦ୍ରକ ଓ ପରଦିନ … Read More

#coronaEffect: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆ ଦରରେ ମହଙ୍ଗାଭତ୍ତା ମିଳିବ ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାରା ଭାରତ ଯେଉଁ ସଙ୍କଟରେ ଗତି କରୁଛି ସେଥିରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗାଭତ୍ତା ଏବଂ ପ୍ରାକ୍ତନ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ରିଲିଫ୍‌ ସରକାରଙ୍କ ପାଇଁ ଅତିରିକ୍ତ ବୋଝ ବୋଲି ବିଚାର କରାଯାଇଛି। ଏହିକ୍ରମରେ ସରକାର ୧ … Read More

 କରୋନା ଭୟ: କେନ୍ଦ୍ରାପଡ଼ାରେ ଯାଜପୁର ସୀମା ସିଲ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): ପଡ଼ୋଶୀ ରାଜ୍ୟ ଓ ଜିଲ୍ଲାରୁ ତାଙ୍କ ଜିଲ୍ଲାକୁ କାଳେ କରୋନା ମାଡ଼ି ଆସିବ ସେ ଆତଙ୍କ ଏବେ ବିଭିନ୍ନ ଜିଲ୍ଲାରେ ଘାରିଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଲାଗି ଆହ୍ବାନ ଦେଇଥିବା ବେଳେ … Read More

କେନ୍ଦ୍ରାପଡ଼ାର ପଶ୍ଚିମବଙ୍ଗ ଲିଙ୍କ: ସ୍ଥଳ ପଥ ସିଲ, ଜଳପଥ ମେଲା, ଆତଙ୍କିତ ଲୋକେ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ଜିଲ୍ଲାର ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଓ ବଙ୍ଗଲାଦେଶ ସହିତ ବର୍ଷ ବର୍ଷ ଧରି ଘନିଷ୍ଠ ସମ୍ପର୍କ ରହିଆସିଛି । ଜିଲ୍ଲାର ବହୁ ସଂଖ୍ୟକ ଲୋକ କଲିକତାରେ ରହି ଜୀବୀକା ନିର୍ବାହ କରନ୍ତି ଓ ଅନେକ ଲୋକଙ୍କର … Read More