ଆସିବେ ପ୍ରବାସୀ ଶ୍ରମଜୀବୀ: ଦିନକୁ ୧୫ ହଜାର କରୋନା ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାରଙକ୍ ଦ୍ଵାରା ଘୋଷିତ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୀମା ୩ ତାରିଖପରେ ବଢ଼ିବ କି ନା ତାହା ଆଲୋଚନାର ବିଷୟ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅଟକି ଥିବା ପ୍ରବାସୀ ଶ୍ରମିକଙ୍କୁ ଯେ ରାଜ୍ୟମାନଙ୍କୁ ପଠାଯିବାର … Read More

ଲକ୍‌ଡାଉନ୍‌ରେ ସମୟରେ ‘ଏକକ ରାସନ୍‌ କାର୍ଡ’ ବ୍ୟବହାର ପାଇଁ ସୁପ୍ରିମ୍‌ କୋର୍ଟଙ୍କ ପରାମଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ସମୟରେ ଏକକ ରାସନ୍‌ କାର୍ଡ ବ୍ୟବହାର ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏପରିକି ସରକାର ସ୍ଥିର କରିଥିବା ‘ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ ଯୋଜନାକୁ ଏହି ବିପର୍ଯ୍ୟୟ ସକୟରେ ଆରମ୍ଭ କରାଯାଇ ପାରିବ … Read More

ସ୍ଵଳ୍ପ ସଂକ୍ରମିତ କରୋନା ଭୁତାଣୁ ରୋଗୀ ଘରେ ଏକାନ୍ତ ରହିପାରିବେ, କିନ୍ତୁ ମାନିବାକୁ ହେବ ଏହିସବୁ ନିୟମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ଗୃହ ମନ୍ତ୍ରଣାଳୟ ସୋମବାରଦିନ ଏକ ଅତିରିକ୍ତ ହୋମ୍‌ କ୍ଵାରେଣ୍ଟାଇନ୍‌ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଯେଉଁମାନେ କରୋନା ଭୁତାଣୁଦ୍ଵାାରା ସ୍ଵଳ୍ପ ସଂକ୍ରମିତ ( very mild cases), ବା ଲକ୍ଷଣ ପୂର୍ବ (presymptomatic) ବୋଲି … Read More

#covid19: ୭ ଦିନ ହେଲା ୮୦ ଜିଲ୍ଲାରେ ନୂଆ କରୋନା ପଜିଟିଭ୍‌ ନାହିଁ, ୧୨୯ ଜିଲ୍ଲା ହଟ୍‌ସ୍ପଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ସାତ ଦିନ ହେଲା ଦେଶର ୮୦ଟି ଜିଲ୍ଲାରେ କୌଣସି ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇ ନାହିଁ। ସେହିପରି ଗଲା ୧୪ ଦିନ ଭିତରେ ୪୭ ଜିଲ୍ଲାରେ କୌଣସି ନୂଆ କରୋନା ରୋଗୀଙ୍କୁ  ଚିହ୍ନଟ କରାଯାଇ … Read More

ଅପ୍ରସ୍ତୁତ ରାଜ୍ୟ ସରକାର: ପ୍ରବାସୀ ଫେରିଲେ ଗ୍ରାମାଞ୍ଚଳ ଅବସ୍ଥା ହେବ ସାଂଘାତିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଉ କିଛିଦିନ ପରେ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆଂଶିକ  କୋହଳ ସମ୍ଭାବନା ରହିଛି। କିନ୍ତୁ ଏହି ସମ୍ଭାବନା ଏବେ ସାରା ଦେଶର ସରକାରମାନଙ୍କୁ ଚିନ୍ତାରେ ପକାଇଛି। ପଞ୍ଚାୟତଠାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏବେ ଚିନ୍ତାଗ୍ରସ୍ତ। ଏମାନେ ଯିବେ … Read More

ଦିନକରେ ୧୦ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୨; ରାଜ୍ୟ ସଂଖ୍ୟା ୧୧୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧୮ ହୋଇଛି।  ଏମାନଙ୍କ ଭିତରୁ ୩୭ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣଙ୍କ ଚିକିତ୍ସା ଜାରି ରହିଛି। ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ସୁସ୍ଥ ହେବା ପରେ ମୃତ୍ୟୁ ଶିକାର … Read More

ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛନ୍ତି ଚୀନ୍‌ କମ୍ପାନୀ, ଟେଷ୍ଟ କିଟ୍‌ ଫେରାଯିବ: ଆଇସିଏମ୍‌ଆର୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଭୁତାଣୁ ବା ନୋଭେଲ୍‌ କରୋନା ଭୁତାଣୁକୁ ଆମେରିକା ଚୀନ୍‌ ଭାଇରସ୍‌ ବୋଲି ଆଖ୍ୟା ଦେଇଛି। ଯଦିଓ ଭାରତ ଏ ସମ୍ପର୍କରେ କିଛି ମତ ରଖି ନାହିଁ କିନ୍ତୁ ଚୀନରୁ ଜନ୍ମ ନେଇଥିବା ଏହି ଭୁତାଣୁର ସଂକ୍ରମଣ … Read More

କରୋନା କଟକଣା ଠୁ ବଡ଼ ସଚେତନ ରହିବା

ଲକ୍ ଡାଉନ୍ ସମୟରେ ମୋର ଅଫିସ ଯିବା ବନ୍ଦ ନ ଥିଲା। ଯେହେତୁ ଏକ ଘରୋଇ ସଂସ୍ଥା ଅଧୀନରେ ଏକ ପ୍ରକଳ୍ପ ପାଇଁ କାମ କରୁଛୁ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଅଫିସ ଯିବା ଜରୁରୀ  ରହି ଆସିଛି। ଏହିକ୍ରମରେ ହଠାତ ଦିନେ … Read More

ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍‌, ସଂଖ୍ୟା ପହଞ୍ଚିଲା ୧୦୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାଲେଶ୍ଵର ଜିଲ୍ଲାରେ ପୁଣି ୫ ନମୁନାରେ କରୋନା ପଜିଟିଭ୍‌ ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ରା ୧୫ରେ ପହଞ୍ଚିଛି। ରାଜ୍ୟରେ ଏହି ୫ ଜଣଙ୍କୁ ମିଶାଇ ସମୁଦାୟ କରୋନା ଭାଇରସ୍‌ ରୋଗୀଙ୍କ … Read More

ମୁଁ ନିଜେ ମୋର ପାଠକ, ଲେଖକ ଆଉ ସମାଲୋଚକ: ବିଜୟ ମିଶ୍ର

ବିଜୟ ମିଶ୍ର, ଆଜି ପରଲୋକରେ । ବାଲେଶ୍ୱରର ନୀଳଗିରି ଗଡ଼ଜାତରେ ଜନ୍ମ ହୋଇଥିବା ବିଜୟ ବଡ଼ ହେଲେ କ\’ଣ ହେବେ ଭାବିବା ନ ଭାବିବା ଭିତରେ ଇଞ୍ଜିନୟର ଭାବେ ପେସାଦାର ଜୀବନ ଆରମ୍ଭ କରିଥିଲେ । ହେଲେ ରୁଚି ଓ ନିଶା … Read More