ଗୁଜରାଟରେ ବଢୁଛି ଗୋ-ମୂତ୍ର ଚାହିଦା

ଭୁବନେଶ୍ଵର,(ଓଡ଼ିଶା ଟାଇମ୍‌):  କରୋନା ଭୟରେ ଗୋ-ମୂତ୍ର ଏବେ ଅମୂଲ ମୂଲ । ଗୁଜରାଟରେ ଗୋ-ମୂତ୍ରର ଚାହିଦା ଢେର୍ ବଢ଼ିଯାଇଛି । ଗୋ-ମୂତ୍ର, ରୋଗ ପ୍ରତିଷେଧକ କ୍ଷମତା ବଢାଉଥିବା ଭାବି, ଲୋକେ ପିଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ରାଜ୍ୟରେ ଦିନକୁ ହଜାର … Read More

କରୋନା ମାଡ଼ ସାଙ୍ଗକୁ ଅଦିନିଆ ବର୍ଷା ମାଡ଼: କ୍ଷେତରେ ଗଜା ହେଉଛି ବିରି, ମୁଗ

କେନ୍ଦ୍ରାପଡ଼ା, ( ପ୍ରଦୀପ କୁମାର ଜେନା): କରୋନା ମାଡ଼ରେ ହଜାର ହଜାର ଲୋକ ନିଜ ଜୀବୀକା ହରାଇ ବେକାର ହୋଇ ଘରେ ବସି ରହିଥିବା ବେଳେ ଅଦିନିଆ ବର୍ଷା ମାଡ଼ରେ ଉଜୁଡ଼ି ଯାଇଛି ଶହ ଶହ ହେକ୍ଟର ଜମିରେ ଚାଷ ହୋଇଥିବା … Read More

ରାଜ୍ୟ ବାହାରେ ଫଶିଛନ୍ତି ଲକ୍ଷାଧିକ କେନ୍ଦ୍ରାପଡ଼ିଆ: ଫେରିବା ପରେ ରହିବା ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା) :ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା କେନ୍ଦ୍ରାପଡ଼ାର ଲକ୍ଷାଧିକ ଲୋକେ ଏବେ ଘରମୁହାଁ ହୋଇଛନ୍ତି । ହେଲେ ଲକଡାଉନ ଯୋଗୁ କେହି ଘରକୁ ଫେରିପାରୁ ନାହାଁନ୍ତି । ଗୋଟିଏ ପଟେ କାମ ଧନ୍ଦାର ଅଭାବ ଆଉ … Read More

ସୁନ୍ଦରଗଡ଼ରେ ୩ କରୋନା ପଜିଟିଭ୍‌, ସମୁଦାୟ୬

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ତିନିଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହି ତିନିଜଣଙ୍କ ପୂର୍ବରୁ ଆଉ ତିନିଜଣ ରୋଗୀ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ। ଫଳରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ରେ ରହିଛି। ରବିବାର ସକାଳୁ … Read More

#Corona Update: ରାଜ୍ୟରେ ୧୦୦ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ଯାଜପୁରରେ ୬ ଚିହ୍ନଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାଜପୁର ଜିଲ୍ଲାରେ ଆଜି ୬ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହାଫଳରେ ରାଜ୍ୟରେ କରୋନା  ଚିହ୍ନିତ ରୋଗୀଙ୍କ ସମୁଦାୟ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏଥିରୁ ୬୫ଜଣଙ୍କ ଶରୀରରେ କରୋନା ଭୁତାଣୁ ଏବେ ସକଅିୟ ଥିବାରୁ ସେମାନେ ରାଜ୍ୟର … Read More

ସେପ୍ଟେମ୍ବରରୁ ବିଶ୍ଵବିଦ୍ୟାଳୟ ଶିକ୍ଷାବର୍ଷ, ଅନ୍‌ଲାଇନ୍‌ରେ ପରୀକ୍ଷା ପରାମର୍ଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷ ଶିକ୍ଷାବର୍ଷ ଜୁଲାଇ ବଦଳରେ ସେେ୍ପଟମ୍ବରରୁ ଆରମ୍ଭ ହୋଇପାରେ। ପରିସ୍ଥିତିକୁ ଅନଧ୍ୟାନ କରି ରିପେଯଟ; ଦେବା ପାଇଁ ଗଠିତ ୟୁଜିସି କମିଟି ୟୁଜିସିଙ୍କୁ ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀ ବ୍ୟାପିବାକୁ ରୋକ୍‌ ଦେବା ଲାଗି … Read More

ପାକିସ୍ତାନ: ପବିତ୍ର ସ୍ଥାନ, ଅପବିତ୍ରତାର ପାପ

ଅଣମୁସଲମାନ ମହିଳା ଓ ବାଳିକାମାନଙ୍କୁ ଶୋଷଣରୁ ରକ୍ଷା କରିବାରେ ବ୍ୟର୍ଥ ହେଉଛି ପାକିସ୍ତାନର ମୁସଲମାନ ସମ୍ପ୍ରଦାୟ ଓ ସରକାର ତଥା ପାକିସ୍ତାନୀ ଆଇନ ବ୍ୟବସ୍ଥା ବୋଲି କୁହନ୍ତି ସୁଲେମା ଜାହାଙ୍ଗୀର । ସୁଲେମା ଜାହାଙ୍ଗୀର ହେଉଛନ୍ତି ଏ.ଜି.ଏଚ୍‌.ଏସ୍ ଆଇନ୍ ସହାୟତା ପ୍ରକୋଷ୍ଠ … Read More

ଓକିଲ ଗଞ୍ଜି ପିନ୍ଧିଥିଲେ ତେଣୁ ମାମଲା ଶୁଣିଲେନି କୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓକିଲଙ୍କ ପୋଷାକ ଏବେ ମହକିଲଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କ ଜାମିନ‌ ଆବେଦନର ବିଚାର ମୁଲତବୀ କରାଯାଇ ତାରିଖ ୧୦ ଦିନରୁ ଅଧିକ ସମୟ ଘୁଞ୍ଚଯାଇଛି। ଘରୁ କୋର୍ଟ କାମ କରୁଥିବା ବେଳେ ଜଣେ ଓକିଲ … Read More

ମଦ ଦୋକାନ, ସାଲୋନ୍‌ କି ବିୟୁଟି ପାର୍ଲର ଖୋଲିବ ନାହିଁ; ରାଜ୍ୟରେ କ’ଣ ଖୋଲିବ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମରେ କୋହଳ ଆଣି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦୋକାନ ବଜାର ଖୋଲିବା ସମ୍ପର୍କରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ବାଦ୍‌ ପଡ଼ିଛି ମଦ ଦୋକାନ, ସାଲୋନ୍‌ ଓ ବିୟୁଟି ପାର୍ଲର। କେବଳ ଆବଶ୍ୟକ ସାମଗ୍ରୀ ବିକ୍ରି … Read More

ଭାରତରେ କରୋନା ଭୁତାଣୁ ସଂକ୍ରମଣ ସ୍ଥିତି ଉପରେ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ ଗଲା ୨୪ ଘଣ୍ଟା ଭିତରେ ୧୪୦୮ ନୂଆ ରୋଗୀ ସାମିଲ୍‌ ହୋଇଛନ୍ତି। ସମୁଦାୟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୪ଜଣ ସୁସ୍ଥ ହୋଇଛନ୍ତି। ଠିକ୍‌ ସେହିପରି ବିଶ୍ଵରେ ୮୩ ହଜାର ୯୧୧ ଜଣ ନୂଆକରି … Read More