କରୋନା କଷଣ : ସର୍କସର ସଂଘର୍ଷରେ ଜୋକରର ଯନ୍ତ୍ରଣା

ସର୍କସର ନାଁ ଶୁଣିଲେ ଆବାଳ ବୃଦ୍ଧ ବନୀତାଙ୍କ ମନ ଖୁସିରେ ନାଚି ଉଠେ । ତମ୍ବୁ ଭିତରେ ‘ଜୀବନର କଳା ସର୍କସ’, ପ୍ରତିଟି ମଣିଷ ପାଇଁ କାହିଁ କେଉଁ କାଳରୁ ଅନନ୍ୟ ଆକର୍ଷଣ ପାଲଟିଛି । ମଣିଷ ମନକୁ ଅସରନ୍ତି ଖୁସି … Read More

କେନ୍ଦ୍ରାପଡ଼ାରେ ସଙ୍ଗରୋଧ ଭେଳିକି: ତିନି ପ୍ରବାସୀଙ୍କୁ ଗୋଟିଏ ଖଟ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା):ଲକଡାଉନ ଯୋଗୁ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀଙ୍କ ମଧ୍ୟରେ ନିଜ ଭିଟାମାଟିକୁ ଫେରିବାକୁ ଦିନକୁ ଦିନ ବ୍ୟଗ୍ରତା ବଢୁଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଲୋକ ସମଗ୍ର ଦେଶ … Read More

ଯାଜପୁରରୁ ୩ କରୋନା ପଜିଟିଭ୍‌ ଚିହ୍ନିତ, ସମୁଦାୟ ରାଜ୍ୟ ସଂଖ୍ୟା ୧୨୮; ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍‌ ବୁଧବାରଦିନ ରାଜ୍ୟର ସମୁଦାୟ କରୋନା ପଜିଟିଭ୍‌ ସଂଖ୍ୟାରେ ୯ଜଣ  ରୋଗୀଙ୍କ ନାଁ ସାମିଲ୍‌ ହୋଇଛି।  ଏହାଦ୍ଵାରା ରାଜ୍ୟର ସମୁଦାୟ ରୋଗୀଙ୍କ ସଂଖ୍ୟା ୧୨୮ ହୋଇଛି। ସେଥିରୁ ୮୮ ଜଣ ରୋଗୀ … Read More

#Covidupdate: ଓଡ଼ିଶୋରେ ଚିକିତ୍ସାଧୀନ ୮୩ଙ୍କ ଭିତରୁ ୬ଜଣଙ୍କ କାଶ ହେଉଛି : ଶାଳିନୀ ପଣ୍ଡିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ରାଜ୍ୟରେ ଏବେ ୮୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏମାନଙ୍କ ଭିତରୁ ମାତ୍ର ୬ଜଣ ଲକ୍ଷଣ ରହିଛି। ଏମାନଙ୍କର ସାଧାରଣ କାଶ ରହିଛି। ଏମାନଙ୍କର ଡାକ୍ତର, ଭେଣ୍ଟିଲେଟର ଆବଶ୍ୟକ ନାହିଁ। ସାଧାରଣ ଚିକିତ୍ସା ସେମାନଙ୍କୁ ଦରକାର। ଅନ୍ୟମାନଙ୍କ ପାଖଷର … Read More

ରାଜ୍ୟ ପାଇଁ ଆଗକୁ କ’ଣ ରହିଛି ଆଶଙ୍କା, କେମିତି ହେବା ପ୍ରସ୍ତୁତ- ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଏ ବବାଦରେ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ବିଶେଷକରି ପ୍ରବାସୀ ଶ୍ରମଜୀବୀମାନେ ରାଜ୍ୟ ଭିତରକୁ ପ୍ରବେଶ କରିବା ଦ୍ଵାରା ଏହି ଆଶଙ୍କା ବଢ଼ିବ। କାରଣ ଏହି ଶ୍ରମଜୀବୀମାନେ ଭାରତର ବିଭିନ୍ନ କରୋନା ବହୁଳ ପ୍ରଭାବିତ ରାଜ୍ୟରୁ ଫେରୁଛନ୍ତି। … Read More

ରାଜ୍ୟର ୩ ନୂଆ ଜିଲ୍ଲାକୁ ବିସ୍ତାରିଲା କରୋନା: ଝାରସୁଗୁଡ଼ା, କେନ୍ଦୁଝର ଏବଂ ଦେବଗଡ଼ରେ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ୪ ନୂଆ ଜିଲ୍ଲାକୁ କରୋନା ଭୁତାଣୁ ସଂକ୍ରମଣ କରିଛି। ଏହି ତିନି ଜିଲ୍ଲା ହେଲେ କେନ୍ଦୁଝର, ଝାରସୁଗୁଡ଼ା ଏବଂ ଦେବଗଡ଼। ଏହି ତିନି ଜିଲ୍ଲାକୁ ମିଶାଇ ରାଜ୍ୟର ୧୪ ଜିଲ୍ଲାରେ ଏବେ କରୋନା ଭୁତାଣୁ ନିଜର … Read More

କୋଲାଇଟିସ୍‌ ସଂକ୍ରମଣ ହେତୁ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପରଲୋକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରସିଦ୍ଧ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା କୋଲାଇଟାଲ୍‌ ସଂକ୍ରମଣରେ … Read More

ଭୁବନେଶ୍ଵରରେ ଆଉଜଣେ କରୋନା ପଜିଟିଭ୍‌, ୨୦ ଜଣ ଡାକ୍ତରଖାନାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ ଆଉଜଣେ କରୋନା ଭୁତାଣୁ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ କରାଯାଇଛି। ତାଙ୍କଘର ମଧୁସୂଦନ ନଗରରେ। ସେ ଜଣେ ୭୭ ବର୍ଷୀୟ ପୁରୁଷ ଏବଂ ପୂର୍ବରୁ ଚିହ୍ନିତ କରୋନା ରୋଗୀଙ୍କ ସମ୍ପର୍କୀୟ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା … Read More

ଭୁବନେଶ୍ଵରରେ ବି କୋହଳ ହେଲା #lockdown: ଜାଣନ୍ତୁ କେଉଁ ଦୋକାନସବୁ ଖୋଲା ରହିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ଦୁଇ ସପ୍ତାହ ହେଲା ଭୁବନେଶ୍ଵର ମହାନଗର ଅଞ୍ଚଳରେ କୌଣସି ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରା ନଯିବା ପ୍ରଶାସନ ଓ ରାଜଧାନୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ଵାସନା ଆଣିଛି। ଏହାକୁ ଆଖିରେ ରଖି ଭୁବନେଶ୍ଵର ମହାନଗର ନିଗମ … Read More

ଆଗରେ ଅର୍ଣ୍ଣବ, ପଛରେ ପାଲଘର୍

କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ । ନିଜ ଜୀବନକୁ ସୁରକ୍ଷିତ ରଖିବା ଚିନ୍ତାରେ ଲୋକେ, ଆଉ ମହାମାରୀରୁ ଲୋକଙ୍କୁ କେମିତି ମୁକୁଳାଇବେ ସେ ଚିନ୍ତାରେ ସରକାର । ଏଭଳି ସ୍ଥିତିରେ ସରକାରଙ୍କ ପଦକ୍ଷେପ, ବିରୋଧୀଙ୍କୁ ବିଶ୍ୱାସକୁ ନେଲା ଭଳି … Read More