କଣ୍ଣାଟକରେ ମଦ ଦୋକାନ, ଶପିଂ ମଲ୍‌ ଖୋଲିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କଣ୍ଣାଟକ ସରକାର ରାଜ୍ୟରେ ମଦ ଦୋକାନ ଏବଂ ଶପିଂ ମଲ୍‌ ଖୋଲିବାକୁ ସ୍ଥିର କରିଛନ୍ତି। ଯେଉଁ ଦିନ ଜାତୀୟ ଲକ୍‌ଡାଉନ୍‌ ଖୋଲିବ ତା’ ପର ଦିନଠୁ ବ୍ୟବସାୟିକ କାରବାର ଆରମ୍ଭ କରିବା ଲାଗି କଣ୍ଣାଟକ ସରକାର ନିଷ୍ପତ୍ତି … Read More

ପ୍ରବାସୀ ଓଡ଼ିଆଙ୍କୁ ଟ୍ରେନରେ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ବିଭିନ୍ନ ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ବସରେ ନଆଣି ଟ୍ରେନରେ ଆଣିବାକୁ ସିଟିଜେନ୍ସ ଫୋରମ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଫୋରମ୍ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର ଏବଂ ଆବାହକ ପ୍ରଦୀପ୍ତ ନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ … Read More

ମଇ ଦିବସ କାହିଁକି

ମଇ ପହିଲା ହେଉଛି ଐତିହାସିକ ବିଶ୍ୱ ଶ୍ରମିକ ଦିବସ। ସମଗ୍ର ବିଶ୍ୱର ଶ୍ରମିକ ଶ୍ରେଣୀ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଦିବସ । ଆସନ୍ତା କାଲି ୧୩୨ତମ ଶ୍ରମିକ ଦିବସ ସମଗ୍ର ବିଶ୍ୱରେ ପାଳନ ହେବ। ଦା ହତୁଡି ଖଚିତ ଲାଲ … Read More

ଯାଜପୁର, ବାଲେଶ୍ଵର, ଭଦ୍ରକ ରେଡ୍‌ ଜୋନ୍‌; ରାଜ୍ୟରେ ମୋଟ୍‌ କରୋନା ପଜିଟିଭ୍‌ ୧୪୩

  ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ସମୁଦାୟ ଚିହ୍ନିତ କରୋନା ରୋଗୀଙ୍କ ସଂଖ୍ୟାର ୫୨.୪ ପ୍ରତିଶତ ହୋଇଛି। … Read More

ତାମିଲନାଡ଼ୁରେ ଏକ ଲକ୍ଷ ୩୦ ହଜାର ଓଡ଼ିଆ ଶ୍ରମିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତାମିଲ୍‌ନାଡ଼ୁରେ ଓଡ଼ିଶାର ପ୍ରାୟ ୧ଲକ୍ଷ ୩୦ ହଜାର ଶ୍ରମିକ କରୋନା ହେତୁ ଫଶିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଚେଷ୍ଟା ଚାଲିଛି।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ ତାମିଲ୍‌ନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀ ଏ ବିଷୟରେ … Read More

କରୋନା ବିପର୍ଯ୍ୟୟ: ସୁଯୋଗ ନା ଦୁର୍ଯୋଗ ?

ଗାଁ ଗାଁରେ ଚାଲିଛି ପ୍ରସ୍ତୁତି । ସଜ ଯୋଗାଡ଼ରେ ଲାଗି ପଡ଼ିଛନ୍ତି ସରପଞ୍ଚ ଓ ପଞ୍ଚାୟତର ଅନ୍ୟ ଅଧିକାରୀମାନେ । ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଏସବୁର ତଦାରଖ କରୁଛନ୍ତି ଉପରିସ୍ଥ ଅଧିକାରୀ । ସରକାରଙ୍କ କଡ଼ା ନିର୍ଦ୍ଦେଶ, ଗାଁ ପୁଅ … Read More

ପୁଲିସ ଏସ୍‌ଆଇଙ୍କୁ କ୍ଷମତା: ୨ ମିଟର ଦୂରତା ନରଖିଲେ ୫୦୦ ଟଙ୍କା ଜୋରିମାନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ ପୁଲିସକୁ ପୁଲି ଏକ ନୁଆ କ୍ଷମତା ମିଳିଛି।  ଏଥର ସବ୍‌ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀ ଆପଣଙ୍କ ବଜାର ହାଟରେ ଜଗିବେ। ଯଦି ଆପଣ ଅନ୍ୟ ଜଣେ ଗ୍ରାହକ ବା ସେହି ଦୋକାନ ବଜାରରେ ଉପସ୍ଥିତ ଲୋକଙ୍କଠୁ … Read More

ଯାଜପୁର ଜିଲ୍ଲାରେ ପୁଣି ୧୪, ଦିନକରେ ୧୭ କରୋନା ପଜିଟିଭ୍‌ ଠାବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଯାଜପୁର ଜିଲ୍ଲା ଏବେ କରୋନା ହଟ୍‌ସ୍ପଟରେ ପରିଣତ ହୋଇଛି। ଏକା ସଙ୍ଗେ ଆଜି ୧୪ ଜଣଙ୍କ ସ୍ଵାବ୍‌ ନମୁନାରେ କରୋନା ପଜିଟିଭ୍‌ ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ତିନିଜଣଙ୍କୁ ମିଶାଇ  ୨୪ ଘଣ୍ଟା … Read More

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୫୦, ମହାରାଷ୍ଟ୍ରରେ ୯ହଜାର୯୧୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୩ ହଜାର ପାର କରିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁସାରେ ଦେଶରେ ଏବେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୩, ୦୫୦। ଏଥିରୁ ୧୦୭୪ଙ୍କ ମୃତ୍ୟୁ ହୋଇଛି। ବିଶ୍ଵସ୍ତରରେ ଦେଖିଲେ ୩୧ ଲକ୍ଷ … Read More

ଋଷି କପୁରଙ୍କ ଦେହାନ୍ତ, କ୍ୟାନ୍ସରରେ ପୀଡ଼ିତ ଥିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୁଖା ହିନ୍ଦି ଫିଲ୍ମ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍‌ପିଟାଲ୍‌ରେ ତାଙ୍କ ମୃତ୍ୟୁ ବେଳକୁ ୬୭ ବର୍ଷ ହୋଇଥିବା ଜଣାପଡ଼ିଛି। ସେ ଦୀର୍ଘଦିନ ହେଲା କ୍ୟାନ୍ସରରେ ପୀଡ଼ିତ ଥିଲେ। ଗଲା କିଛିଦିନ … Read More