ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍):କରୋନାର ୨ୟ ଲହରୀ ଚିନ୍ତାଜନକ ରହିଛି । ଏସବୁ ଭିତରେ ଆଜି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିବ । ଭ୍ୟାକ୍‌ସିନ୍‌ର ଅଭାବକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ ରହିଛି । ଖବର ଅନୁଯାୟୀ,  ଆଜି … Read More

ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍):ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା … Read More

ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ଵର, (ଓଡିଶା ଟାଇମ୍):ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ଚାଷୀଙ୍କ ଖାତାକୁ କାଳିଆ ଟଙ୍କା କିସ୍ତି ଦେଇଛନ୍ତି ରାଜ୍ୟ ସରକାର। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ … Read More

ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ମାଗଣାରେ ମିଳିବ ୧ କୋଟି ୯୨ ଲକ୍ଷ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସାରା ଦେଶ ଏବେ କୋଭିଡ୍ ମହାମାରୀ ସହିତ ମୁକାବିଲା କରୁଛି । ତେଣୁ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ ଘୋଷଣା କରିଛନ୍ତି । ସମସ୍ତ … Read More

ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କ ପରଲୋକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ସଂକ୍ରମଣରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନା ଯୋଗୁଁ ଲୋକମାନେ ଏକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହରାଇଛନ୍ତି । ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀରେ … Read More

କୋଭାକ୍ସିନ୍ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍‌ର ୫୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଔଷଧ ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ର ୫୦ ଜଣ କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । କମ୍ପାନୀର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଇଲାଙ୍କ … Read More

ଗଙ୍ଗାନଦୀରୁ ଶହଶହ ମୃତଦେହ ମିଳିବା ଘଟଣା, ସୁପ୍ରିମକୋର୍ଟରେ ପହଁଚିଲା ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍):କରୋନା ଭାଇରସର ଦ୍ୱିତୀୟ ଲହରରେ ଗଙ୍ଗା ସମେତ ଅନେକ ନଦୀରେ ମୃତଦେହ ମିଳିବା ଘଟଣା ପରେ ହାହାକାର ସୃଷ୍ଟି ହୋଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଆବେଦନରେ  ମୃତ୍ୟୁର ତଦନ୍ତ ପାଇଁ ଅନୁରୋଧ … Read More

ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦିଲ୍ଲୀ ଆମ୍ ଆଦମୀ ପାର୍ଟି ନେତା ତଥା ରାଜୌରୀ ଗାର୍ଡନରୁ ପୂର୍ବତନ ବିଧାୟକ ଜରନେଲ ସିଂହଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ପରେ ଜରନେଲ ସିଂହଙ୍କୁ … Read More

୭ ଜିଲ୍ଲା ସାବଧାନ୍‌! ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୭ଟି ଜିଲ୍ଲା ଯଥା- ବଲାଙ୍ଗିର, … Read More