ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୬୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା … Read More

ବିଏମସିର ନୂଆ ବ୍ୟବସ୍ଥା, ଏଣିକି ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକାକରଣ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ‍ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି … Read More

କାଲିଠୁ ମେ ୩୦ ଯାଏଁ ବେଙ୍ଗଲରେ ଲକଡାଉନ୍

ପଶ୍ଚିମବଙ୍ଗ ,(ଓଡିଶା ଟାଇମ୍): ପଶ୍ଚିମବଙ୍ଗରେ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ଏହାକୁ ବ୍ରେକ ଦେବାକୁ ସରକାର ଘୋଷଣା କରିଛନ୍ତି ଲକଡାଉନ୍ । ମୁଖ୍ୟ ଶାସନ ସଚିବ ଅଲାପାନ୍ ବନ୍ଦୋପାଧ୍ୟାୟ ଏହି ଘୋଷଣା କରିଛନ୍ତି । ମେ ୧୬ ରୁ ୩୦ମେ … Read More

ଏଣିକି ଘରୋଇ ସଂସ୍ଥାର କର୍ମଚାରୀମାନେ ଇ-ପାସ୍ ଥିଲେ ଯାଇପାରିବେ ଅଫିସ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ … Read More

କରୋନାକୁ ମାତ୍ ଦେବାକୁ କେଜରିଓ୍ୱାଲଙ୍କ ନୂଆ ପ୍ଲାନ୍ : ଦିଲ୍ଲୀରେ ଆରମ୍ଭ ହେବ ଅକ୍ସିଜେନ୍ ବ୍ୟାଙ୍କ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାକୁ ମାତ୍ ଦେବାକୁ ଅଣ୍ଟା ଭିଡିଛନ୍ତି କେଜରିୱାଲ ସରକାର । ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା । ଅମ୍ଳଜାନ ଅଭାବ ଏବଂ ଡାକ୍ତରଖାନାରେ ବେଡ୍ ସମସ୍ୟା ରୋକିବାକୁ ପ୍ଲାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କୋଜରୀଓ୍ୱାଲ୍ … Read More

ବଢ଼ିବ କି ଲକଡାଉନ୍ ଅବଧି ଆଜି ସାଢେ ୪ରେ ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଶନିବାର ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବାର ସୂଚନା ମିଳିଛି ।ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ … Read More

ଦେଶରେ କରୋନାରେ ୩୮୯୦ ମୃତ, ୩.୨୬ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ … Read More

ଜେଲରୁ ମୁକ୍ତ ହେବେ ୪୭୦ କଏଦୀ

କଟକ, (ଓଡିଶା ଟାଇମ୍): ମୁକ୍ତ ହେବେ କଏଦୀ । ଜାମିନ୍‌ ସତ୍ତ୍ୱେ ରାଜ୍ୟରେ ବିଭିନ୍ନ ଜେଲ୍‌ରୁ ବାହାରି ପାରୁନଥିବା ୪୭୦ କଏଦୀ ଏବେ ମୁକ୍ତ ହେବେ । ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ । ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ … Read More

ବାତିଲ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା !

ଭୁବନେଶ୍ବର, (ଓଡିଶା ଟାଇମ୍):ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ ପଡିଲାଣି । … Read More

ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ବର, (ଓଡିଶା ଟାଇମ୍):ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷ କାର୍ଯ୍ୟ ଆରମ୍ଭ କରିବ ଚାଷୀ । ଆଜି ଚାଷୀ ନିଜ କ୍ଷେତକୁ ପୂଜା କରିବା ସହ ସେଠାରେ ବିହନ ବୁଣିବା ପରମ୍ପରା ରହିଛି । ଓଡ଼ିଆ ପରମ୍ପରା ଅନୁଯାୟୀ ବୈଶାଖ … Read More