ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଏନ୍‌କାଉଣ୍ଟର : ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଭାରତ ସୀମାକୁ ବେଧଡକ ପ୍ରବେଶ କରିବାରେ ଲାଗିଛନ୍ତି ଆତଙ୍କବାଦୀ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିୟନ୍ତ୍ରଣ ରେଖା ନିକଟରେ ଅନେକ ସମୟରେ ପାକିସ୍ତାନୀ ସେନା ଦ୍ୱାରା … Read More

ରାଜ୍ୟରେ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାରେ ହିଁ ମୁଖ୍ୟତଃ ବର୍ଷା ହେବ । ବଡ଼ ଧରଣର ବର୍ଷା ହେବାର ସମ୍ଭାବନା … Read More

ଯୁକ୍ତ ଦୁଇରେ ବଢ଼ିବ ସିଟ୍‌, ଅନୁମତି ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ମହାମାରୀ ଯୋଗୁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଅନ୍‌ଲାନ୍‌ରେ ପାଠ ପଢ଼ି ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ … Read More

ବୋଲବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ବର, (ଓଡିଶା ଟାଇମ୍): ଗତବର୍ଷ  ଭଳି ଏ ବର୍ଷ ବି ବୋଲବମ୍‌ ଉପରେ ଲାଗିଲା କଟକଣା। କରୋନାର ତୃତୀୟ ଲହର ଆଶଙ୍କାକୁ ଦେଖି  ବୋଲବମ୍‌ରେ ଉପରେ କଣକଣା ଲଗାଇଲେ ରାଜ୍ୟ ସରକାର। ଏ ନେଇ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଙ୍ଗଳବାର … Read More

ଚିନ୍ତା ବଢାଉଛି କେରଳ ଏବଂ ମହାରାଷ୍ଟ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଅନଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ କିଛି ରାଜ୍ୟରେ ବର୍ତ୍ତମାନ ମଧ୍ୟ ସ୍ଥିତି ସଙ୍କଟଜନକ ରହିଛି । ସଂକ୍ରମଣ ହାର … Read More

ନିୟମ କୋହଳ ହେଲେ ବି ଭୁଲନ୍ତୁ ନାହିଁ ଦାୟିତ୍ବ, ନହେଲେ ପୁଣି ବଢିବ ସଂକ୍ରମଣ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସାମଗ୍ରିକ ଭାବେ କମିଛି ସଂକ୍ରମଣ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଗତ ଦିନ ଓ ବର୍ତ୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି । କେସ୍ … Read More

ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା : ଓଡିଶା ସମେତ ୬ ରାଜ୍ୟର ସିଏମ୍‌ଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କୋଭିଡ୍‌ ସ୍ଥିତି ନେଇ ଆସନ୍ତା ଜୁଲାଇ ୧୬ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ … Read More

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଭଦ୍ରକ, (ଓଡିଶା ଟାଇମ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀଗଣ ଗାଁରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର । ସୁନେଲି ରଙ୍ଗର କଇଁଛଟିକୁ ଉଦ୍ଧାର କରାଯାଇଛି । କସ୍ତୁରୀଗଣ ସ୍କୁଲ ନିକଟରେ ଶିକ୍ଷକ ସୁକୁମାର ସିଂ ଏହି ବିରଳ … Read More

ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର ବାହାଦୂର ଦେଉବା

କାଠମାଣ୍ଡୁ, (ଓଡିଶା ଟାଇମ୍): ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଝଟ୍‌କା ଦେବା ପରେ ଆଜି ଶେର ବାହାଦୂର ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି । କେପି ଓଲିଙ୍କୁ ପଦରୁ … Read More

୨୪ ଘଣ୍ଟାରେ ବାହାରିଲେ ୩୨ ହଜାରରୁ ଅଧିକ ପଜିଟିଭ୍, ୨୦୨୦ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More