ପୀୟୂଷ ଗୋୟଲ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବରିଷ୍ଠ ବିଜେପି ନେତା ପିୟୁଷ ଗୋଏଲ, ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ (ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଓ … Read More

ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୂଚନାଯୋଗ୍ୟ, ଗତ ବର୍ଷ ଏହାକୁ ବନ୍ଦ କରାଯାଇଥିବା ବେଳେ ଏବେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦୀର୍ଘ ଦିନ ଧରି ଅପେକ୍ଷାରତ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା … Read More

ପାକିସ୍ତାନରେ ବସରେ ବିସ୍ଫୋରଣ; ୬ ଚାଇନା ନାଗରିକଙ୍କ ସମେତ ୮ ମୃତ

ପାକିସ୍ତାନ, (ଓଡିଶା ଟାଇମ୍): ପାକିସ୍ତାନରେ ଏକ ବସରେ ବିସ୍ଫୋରଣ ଘଟିବାରୁ ସେଥିରେ ଯାଉଥିବା ଅନ୍ୟୂନ ୬ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ରହିଛନ୍ତି । … Read More

କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହୁଙ୍ଗାର ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ରହିଥିଲା ପୁରସ୍କାର ରାଶି

ଛତ୍ତିଶଗଡ଼, (ଓଡିଶା ଟାଇମ୍): ଛତିଶଗଡର ସୁକମା ମାଓ କ୍ୟାମ୍ପରେ ମାତିଲା ମହାମାରୀ । କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହେମଲା ହୁଙ୍ଗାର ମୃତ୍ୟୁ । ମେ ୨୦୧୩ରେ ଜିରାମ ଘାଟିରେ କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ହେମଲା ହୁଙ୍ଗା ଅଭିଯୁକ୍ତ ଥିଲା … Read More

ରାହୁଲ ଗାନ୍ଧିଙ୍କୁ ଭେଟିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ରାହୁଲ ଗାନ୍ଧିଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଳିଛି । ବିଜେପିକୁ ଚେକ୍‌ ଦେବା ପାଇଁ ସିକ୍ରେଟ୍‌ … Read More

ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

ବରଗଡ଼, (ଓଡିଶା ଟାଇମ୍): ବରଗଡ଼ରେ ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ । ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଭାର ତାଙ୍କ କାନ୍ଧକୁ ଯାଇଛି । … Read More

ଲକ୍‌ଡାଉନ୍‌ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍- ପରିବହନ ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଲକ୍ ଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକ୍ ଡାଉନ୍ ର ୨ୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ବିଚାର ବିମର୍ଷ ଜାରି ରହିଛି ବୋଲି … Read More

୨୪ ଘଣ୍ଟାରେ ବାହାରିଲେ ୩୮ହଜାରରୁ ଅଧିକ ପଜିଟିଭ୍, ୬୨୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ ତଳକୁ ଖସିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ଲକ୍ଷାଧିକ ଟ୍ରେଣ୍ଡ ପରେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୦୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୫୭୪୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ଜଣ … Read More

ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି … Read More