୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୦୮୧୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩୯ଜଣ … Read More

ଆଜି ଜୁଲାଇ ୨୭ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ । ଚାଷୀ- … Read More

ଶ୍ରାବଣ ପ୍ରଥମ ସୋମବାରରେ ବାବାଙ୍କ ଜଳାଭିଷେକ ପାଇଁ ରାତି ୧୨ରୁ ଭକ୍ତଙ୍କ ଧାଡି

କାଶୀ, (ଓଡିଶା ଟାଇମ୍): ଆଜି ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର। ଶିବ ଭକ୍ତମାନେ ସାରା ଦେଶରେ ଭଗବାନ ଶିବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ଧାଡ଼ି ବାନ୍ଧିଛନ୍ତି। କରୋନା ମହାମାରୀ ହେତୁ ନିଷେଧାଦେଶ ସତ୍ତ୍ୱେହଜାର ହଜାର ଭକ୍ତ ରାତି ୧୨ ଟାରୁ … Read More

ହାଇଦ୍ରାବାଦ ଓ ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଦିଲ୍ଲୀ ଓ ହାଇଦ୍ରାବାଦରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଦକ୍ଷିଣରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୫ଟାରେ ଏହି ଭୂକମ୍ପ ଝଟକା ଅନୁଭବ … Read More

ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): କୋଭିଡ ମହାମାରୀ କାରଣରୁ ବନ୍ଦଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାୟ ଦେଢବର୍ଷ ପରେ ସୋମବାର ଠାରୁ ଖୋଲିଛି । ଏଥିସହିତ ଶ୍ରେଣୀଗୃହରେ ପିଲାଙ୍କର ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବା … Read More

ଇସ୍ତଫା ଦେଲେ ୟେଦିୟୁରପ୍ପା, ସରକାରର ୨ ବର୍ଷ ପୂରଣ ପରେ ଛାଡିଲେ ଗାଦି

ବେଙ୍ଗାଲୁର,(ଓଡିଶା ଟାଇମ୍):ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କ ଇସ୍ତଫା । ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାସହ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ … Read More

ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ

ପୁରୀ, ଓଡିଶା ଟାଇମ୍): ପୁରୀ ବଳିଆପଣ୍ଡାରେ ଆରମ୍ଭ ହେଲା ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ (Drink From Tap Mission) । ୧୦୫୦୦ ମାନର ପାନୀୟଜଳ ପୁରୀକୁ ପାନୀୟ ଜଳ ଯୋଗାଣ ହେବ । ଏହା ହେଉଛି ଦେଶରେ ପ୍ରଥମ ୨୪ … Read More

ରାଜ୍ୟରେ ସଂକ୍ରମଣ କମିଛି, ଆଗାମୀ ୨ରୁ ୩ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସଂକ୍ରମଣ କମିଛି । ତଥାପି ଆଗାମୀ ଦୁଇ ରୁ ତିନି ମାସ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ।  ନହେଲେ … Read More

ଏବେ ଯାଏଁ ୩ୟ ଲହରର ଚିତ୍ର ଅସ୍ପଷ୍ଟ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ୨ୟ ଲହରରେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ । କେବେ ଆସିବ , ତାର କଣ ପ୍ରଭାବ ରହିବ ସେ … Read More

କାର୍ଗିଲ ବିଜୟ ଦିବସ : ଭାରତୀୟ ସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପରାକ୍ରମୀ ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି ।  ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୨ ବର୍ଷ ତଳେ  ପାକିସ୍ତାନର ଯୋଜନାକୁ … Read More