ବନ୍ଧାହେଲେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟର

ଫୁଲବାଣୀ, (ଓଡିଶା ଟାଇମ୍): ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ । ତିନି ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ରେଭିନ୍ୟୁ ଇନ୍ସପେକ୍ଟର । କନ୍ଧମାଳ ଜିଲ୍ଲା ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ … Read More

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ଅସ୍ବୀକାର କଲେ ବିଏମସି କମିଶନର, କହିଲେ- ଚାଲିଛି ତନାଘନା

ଭୁବନେଶ୍ବର, (ଓଡିଶା ଟାଇମ୍):ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ନେଇ କୌଣସି ଖବର ନଥିବା କହିଛନ୍ତି ବିଏମସି କମିଶନର । ପ୍ରତିଦିନ ସର୍ଭିଲାନ୍ସ ଚାଲିଛି । ସୋମବାର ସୁଦ୍ଧା ବିଏମସିରେ ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ କରାଯାଇଛି । ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ … Read More

ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ଥାପତ୍ୟ ଘୋଡା

ଭୁବନେଶ୍ବର, (ଓଡିଶା ଟାଇମ୍): ହଟିବନି କଳିଙ୍ଗ ଘୋଡ଼ା । ମାଷ୍ଟରକ୍ୟାଣ୍ଟିନ ଛକରେ ହିଁ ରହିବ ଘୋଡ଼ା । ଓଡ଼ିଶାର ଐତିହ୍ୟ ପ୍ରତୀକ ତଥା ଦୀର୍ଘ ଦଶନ୍ଧି ଧରି ରାଜଧାନୀର ଶୋଭା ବଢ଼ାଉଥିବା ମାଷ୍ଟରକ୍ୟାଣ୍ଟିନ ଥିବା ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ … Read More

ଭୂସ୍ଖଳନ ପରେ ଫସିଛନ୍ତି ଶତାଧିକ ପର୍ଯ୍ୟଟକ, ୩ଟି ପଞ୍ଚାୟତରେ ନାହିଁ ବିଜୁଳି ; ଚାଲିଛି ଉଦ୍ଧାର କାର୍ଯ୍ୟ

ଶିମଲା, (ଓଡିଶା ଟାଇମ୍): ଭୂସ୍ଖଳନ ପରେ ଫସି ରହିଛନ୍ତି ଶତାଧିକ ପର୍ଯ୍ୟଟକ । ହିମାଚଳ ପ୍ରଦେଶର କିନୌରରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିଲା ଭୂସ୍ଖଳନ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫୦ ଲୋକ ଫସିରହିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ପର୍ଯ୍ୟଟକ … Read More

ସୁନ୍ଦରଗଡରେ ହେବ ଦ୍ବିତୀୟ ଏମ୍ସ : ନିର୍ମାଣ କାମ ଶେଷ ହୋଇଥିବା କହିଲେ DMET

ଭୁବନେଶ୍ବର, (ଓଡିଶା ଟାଇମ୍): ସୁନ୍ଦରଗଡରେ ପ୍ରତିଷ୍ଠା ହେବ ଦ୍ବିତୀୟ ଏମ୍ସ । ଏଥିପାଇଁ ନିର୍ମାଣ କାମ ଶେଷ ହୋଇଥିବା ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ । ରାଜ୍ୟ ସରକାର … Read More

ଭିଜିଲାନ୍ସ ପଞ୍ଝାରେ ବିଇଓ ଅଫିସ୍ ମୁଖ୍ୟ କିରାଣୀ

ସମ୍ବଲପୁର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ । ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସାକ୍ଷୀପଡା ସ୍ଥିତ ବାସଭବନରେ ଚାଲିଛି ଚଢାଉ । ଆୟ … Read More

ଦେଶରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଲା; ୨୯,୬୮୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ ହଜାର ତଳକୁ ଖସିବା ଆଶ୍ୱସ୍ତି ଆଣିଦେଇଛି। ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ଏଭଳି ତଳକୁ ଖସିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ … Read More

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଙ୍ଗଳବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । … Read More

ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ, (ଓଡିଶା ଟାଇମ୍): ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାକୁ ଜୋରଦାର ଝଟକା ଲାଗିଛି। ଲଣ୍ଡନ ହାଇକୋର୍ଟ ମାଲ୍ୟାକୁ ଝଟକା ଦେଇଥିବା ଜଣାପଡ଼ିଛି। ହାଇକୋର୍ଟ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ବିଜୟ ମାଲ୍ୟାର ସମ୍ପତି … Read More

ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍):ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି … Read More