ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ଜିତିଲେ ସ୍ଵର୍ଣ୍ଣ
ଟୋକିଓ, (ଓଡିଶା ଟାଇମ୍): ଇତିହାସ ରଚିଲେ ନୀରଜ ଚୋପ୍ରା। ଜାଭେଲିନ ଫିଙ୍ଗାରେ ଜିତିଲେ ସ୍ଵର୍ଣ୍ଣ। ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ସ୍ଵର୍ଣ୍ଣିମ ଅଧ୍ୟାୟ। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ମିଳିଛି। … Read More











