ଏଣିକି ହ୍ଵାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏଣିକି ହ୍ବାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍ । କୋଭିଡ୍ ଟିକା ନେଇଥିବା ବ୍ୟକ୍ତିମାନେ ଏଣିକି ହ୍ବାଟ୍ସଆପ୍ ଜରିଆରେ ପାଇପାରିବେ କୋଭିଡ୍ ଭ୍ୟାକସିନ୍ ସାର୍ଟିଫିକେଟ୍ । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ । … Read More











