‘ଛପାକ୍’ର ସୁଟିଂ ଶେଷ, ପ୍ରୋସ୍ଥୋଟିକ୍ ଚେହେରାକୁ ପୋଡ଼ି ଦେଲେ ଦୀପିକା
କୌଣସି ଫିଲ୍ମର ସୁଟିଂ ସରିବା ପରେ ସମସ୍ତ କ୍ରୁ ମେମ୍ବର କିଛି ନା କିଛି ସ୍ମୃତିକୁ ସାଇତି ରଖିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ଡିମ୍ପଲ୍ ଗାର୍ଲ ଦୀପିକା ବିପରୀତ ଧାରା ଆପଣାଇଛନ୍ତି । ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ୍’ ଏସିଡ୍ … Read More











