‘ପ୍ରମୋସନ୍ ଅନ୍ ହୁଇଲସ୍’ କ୍ଷେତ୍ରରେ ପ୍ରଥମ ଫିଲ୍ମ ‘ହାଉସଫୁଲ୍ ୪’
ଭାରତୀୟ ରେଲୱେ ପକ୍ଷରୁ ‘ପ୍ରମୋସନ୍ ଅନ୍ ହୁଇଲସ୍’ ସେବା ଆରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ଏକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବ, ଯେଉଁଥିରେ ଭାରତୀୟ କଳା, ସଂସ୍କୃତି, ଖେଳ ଓ ମନୋରଞ୍ଜନର ପ୍ରଚାର ଓ ପ୍ରସାର କରାଯିବ … Read More











