ଗୋଲଡ୍ ଆୱାର୍ଡ଼: ଶ୍ରେଷ୍ଠ ଅଭିନେତା ପର୍ଲ ଭି, ପୁରି, ଶ୍ରେଷ୍ଠ ଅଭିନେତ୍ରୀ ଏରିକା, ବେଷ୍ଟ୍ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’
ଟେଲି ଜଗତର ପ୍ରଖ୍ୟାତ ଆୱାର୍ଡ଼ ଉତ୍ସବ ‘ଗୋଲଡ୍ ଆୱାର୍ଡ଼’ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରେଡ୍ କାର୍ପେଟରେ ଟେଲି ତାରକାଙ୍କ ଜଲୱା ଉତ୍ସବକୁ ଆହୁରି ରଙ୍ଗୀନ୍ କରିଥିଲା । ‘କସୌଟି ଜିନ୍ଦେଗୀ କି୨’ ପାଇଁ ‘ବେଷ୍ଟ୍ ନେଗେଟିଭ୍ … Read More











