କାଳ ସାଜୁଛି ବିଦ୍ୟୁତ ତାର, ୨୪ ଘଣ୍ଟାରେ ୩ ଦୁର୍ଘଟଣା
ଭୁବନେଶ୍ଵର(ଓଟି): ଶୁଭଲଗ୍ନ ପାଇଁ ସରିଥିଲା ସଜବାଜ। ଖୁବ୍ ଶୀଘ୍ର ବାଜିଥାନ୍ତା ଶାହାନାଇ। ହେଲେ ଅଧାରାସ୍ତାରୁ ଉଠିଲା କୋକେଇ। ବରପକ୍ଷ ଘରେ-ଗାଁରେ ବିକଳ କାନ୍ଦଣା। ଚାହୁଁ ଚାହୁଁ ଚାଲିଗଲା ୧୦ଟି ଜୀବନ। କାଳ ସାଜିଲା ରାସ୍ତାରେ ଓହଳି ଥିବା ୧୧ କେଭିର ବିଦ୍ୟୁତ୍ … Read More











