ଲଣ୍ଡନରେ ଗଡ଼ିଲା ଓଲା
ନୂଆଦିଲ୍ଲୀ(ଓଟି): ଟାକ୍ସି ସେବା କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ଭାରତୀୟ କମ୍ପାନୀ ଓଏଲଏ(ଓଲା) ସମ୍ପ୍ରତି ଲଣ୍ଡନରେ ବ୍ୟବସାୟ ଆରମ୍ଭ କରିଛି। ତେବେ ସେବା ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ହିଁ ୧୦ ହଜାରରୁ ଅଧିକ ଡ୍ରାଇଭର୍ ଓଲା ପ୍ରତି ଆଗ୍ରହ ଦେଖାଇ ରେଜିଷ୍ଟ୍ରସନ୍ କରିଥିବା … Read More











