ପୁଣି ଆନ୍ଦୋଳନ କରିବେ ବ୍ୟାଙ୍କ କର୍ମଚାରୀ!
ନୂଆଦିଲ୍ଲୀ(ଓଟି): ପୁଣି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ସରକାରୀ ବ୍ୟାଙ୍କ କର୍ମଚାରୀ। ବାରମ୍ବାର ଧର୍ମଘଟ କରାଯାଉଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ଆସନ୍ତା ୧୧ରୁ ୩ଦିନିଆ ହରତାଳ କରାଯିବ ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ … Read More











