୬୧ରେ ତାପସଙ୍କ ଅଲବିଦା
ଭୁବନେଶ୍ଵର(ଓଟି): ଆଉ ନାହାନ୍ତି ତାପସ ପାଲ। ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ୬୧ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କରିଦେଇଛନ୍ତି। ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଯାଇଛି। … Read More
ଭୁବନେଶ୍ଵର(ଓଟି): ଆଉ ନାହାନ୍ତି ତାପସ ପାଲ। ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ୬୧ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କରିଦେଇଛନ୍ତି। ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଯାଇଛି। … Read More
କଟକ(ଓଟି): ଟୁଇନ୍ ସିଟିକୁ ଛାଡୁନି ସଂକ୍ରମଣ ଭୟ। ପ୍ରତିବର୍ଷ ଦୁଇ ମହାନଗର ତଥା ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ଜଣ୍ଡିସ୍, ଝାଡ଼ାବାନ୍ତି, ଜର ଆଦି ବ୍ୟାପୁଛି। ଏହିକ୍ରମରେ କଟକ ସହରରେ ପୁଣି ଝାଡ଼ାବାନ୍ତି ବ୍ୟାପିବା ପରେ ସାଧାରଣରେ ଭୟ ଖେଳିଯାଇଛି। ଓଡ଼ିଆ ବଜାର … Read More
ନୂଆଦିଲ୍ଲୀ(ଓଟି): ଦେଶର ଦ୍ୱିତୀୟ ସର୍ବବୃହତ୍ ତୈଳ ରିଫାଇନାରୀ କମ୍ପାନୀ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ର ଘରୋଇକରଣ ପାଇଁ ନିଲାମ ଦସ୍ତାବିଜ୍କୁ ଆନ୍ତଃମନ୍ତ୍ରଣାଳୟ ପକ୍ଷରୁ ସମୂହ ମଞ୍ଜୁରି ମିଳିଛି। ଏହା ପରେ ନିଲାମ ପ୍ରକ୍ରିୟା କରିବାକୁ ନେଇ ନୋଟିସ୍ ଜାରି … Read More
ମୁମ୍ୱାଇ(ଓଟି): ଜିଏସ୍ଟି ଭବନରେ ଲାଗିଗଲା ନିଆଁ। ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିବାବେଳେ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମୁମ୍ୱାଇରେ ଥିବା ଜିଏସଟି ଭବନରେ ଅପରାହ୍ଣ ବେଳକୁ ହଠାତ୍ ଭୟଙ୍କର ନିଆଁ ଲାଗିଯାଇଥିଲା। ଭବନର ୮ମ ମହଲାରେ ନିଆଁ … Read More
ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭୂତାଣୁ ନେଇସାରିଲାଣି ଅନେକ ଜୀବନ। ତେବେ ବ୍ୟାପୀ ଚାଲିଛି ବିଶ୍ଵର ୩୦ଟି ଦେଶକୁ। ଦିନକୁ ଦିନ ବଢ଼ିଚାଲିଛି ମୃତକ ସଂଖ୍ୟା। ଫଳରେ ଏହା ପାଲଟିଯାଇଛି ବିଶ୍ଵ ଆତଙ୍କ। ଚୀନ୍ରୁ ସୃଷ୍ଟ ଏହି ଭାଇରସ୍ରେ ୧୭୭୦ ଜଣଙ୍କ ମୃତ୍ୟୁ ଘଟିଥିବା … Read More
ନୂଆଦିଲ୍ଲୀ(ଓଟି): ମହିଳା କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ଦେଶପାଇଁ ଲଢୁଛନ୍ତି। ନିଜର ପାରଦର୍ଶିତା ପ୍ରତିପାଦନ କରୁଥିବା ମହିଳାଙ୍କୁ ପୁରୁଷ ଭଳି ଅଧିକାର ମିଳିବା ଦରକାର। ଏଭଳି ଭାବପୂର୍ଣ୍ଣ ଆବଦେନକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ଵର ସହ … Read More
ନୂଆଦିଲ୍ଲୀ(ଓଟି): ଟେଲିକମ୍ କମ୍ପାନୀମାନେ କୋଟିକୋଟି ଟଙ୍କା ସରକାରଙ୍କୁ ଦେବାରେ ବକେୟା ରହିଛନ୍ତି। ଏନେଇ ନିକଟରେ ସରକାର କଡ଼ା ତାଗିଦ୍ କରିଥିଲେ। ତୁରନ୍ତ ବକେୟା ପଇଠ କରିବାକୁ କୁହାଯାଇଥିଲା ଏବଂ ଏନେଇ ମାମଲା ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟ ମଧ୍ୟ ତୁରନ୍ତ … Read More
ନୂଆଦିଲ୍ଲୀ(ଓଟି): ରବିବାର ଶପଥ ନେଲେ। ସୋମବାର ଦାୟିତ୍ଵ। କ୍ରମାଗତ ତୃତୀୟଥର ଦିଲ୍ଲୀ ଆସନ ସମ୍ଭାଳିବାକୁ ଯାଉଥିବା ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ- ଦିଲ୍ଲୀର ବିକାଶ ତଥା ଦିଲ୍ଲୀବାସୀଙ୍କ ଉନ୍ନତି ପାଇଁ ଆମେ ସଂକଳବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ। … Read More
ଭୁବନେଶ୍ବର(ଓଟି): ଗତ ୧୪ ତାରିଖରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବଜେଟ୍ ଅଧିବେଶନ। ଇତିମଧ୍ୟରେ ଜରୁରିକାଳୀନ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ଏଥିରେ ପାଞ୍ଚଟି ପ୍ରସ୍ତାବକୁ … Read More
ନୂଆଦିଲ୍ଲୀ(ଓଟି): ପ୍ୟାରିସ୍ରେ ଆଜିଠାରୁ ଫାଇନ୍ସିଆଲ୍ ଆକ୍ସନ୍ ଟାକ୍ସଫୋର୍ସ (ଏଫ୍ଏଟିଏଫ୍) ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ପାକିସ୍ତାନ ଗ୍ରେ ଲିଷ୍ଟ୍ରୁ ହଟିବ କି କଳାତାଲିକାଭୁକ୍ତ ହେବ ତାହା ନିଷ୍ପତ୍ତି ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, … Read More