ଦୀନଦୟାଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ
ବାରାଣସୀ (ଓଟି): ଭାରତୀୟ ଜନସଂଘର ପୂର୍ବତନ ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଏହି ପ୍ରତିମୂର୍ତ୍ତିକୁ ଓଡ଼ିଶାର ୩୦ ଜଣ ଶିଳ୍ପୀ … Read More











