ଉଚ୍ଚଶିକ୍ଷା ଛାଟ: ଏଣିକି ‘ନୋ ୱାର୍କ ନୋ ପେ’
ଭୁବନେଶ୍ୱର(ଓଟି): ଆଉ ଚଳିବନି ମନମୁଖି। ଯେତେବେଳେ ନାଇ ସେତେବେଳେ ଓହ୍ଲାଇପାରିବନି ଆନ୍ଦୋଳନକୁ। କାରଣ କାମ ନକଲେ ଦରମା ବି ମିଳିବନି। ତେଣୁ ନିଜ ଡିଉଟିକୁ ଗରୁତ୍ଵ ଦେବାକୁ ପଡ଼ିବ। ବିଧିବଦ୍ଧ ଭାବେ ଅନୁମତି ପାଇଲେ କେବଳ ଛୁଟିରେ ରହିପାରିବେ। ଏଭଳି କଡ଼ା … Read More











