ଏଣିକି ୧୦୦+ ମେସେଜ୍ରେ ଲାଗିବନି ଚାର୍ଜ
ନୂଆଦିଲ୍ଲୀ(ଓଟି): ଭାରତୀୟ ଦୂରସଞ୍ଚାର ପ୍ରାଧିକରଣ ନିୟାମକ (ଟ୍ରାଇ) ଦୈନିକ ୧୦୦ ଏସ୍ଏମ୍ଏସ୍ରୁ ଅଧିକ ପଠାଯାଉଥିବା ପ୍ରତିଟି ମେସେଜ୍ ଉପରେ ଗ୍ରାହକମାନଙ୍କ ଠାରୁ ୫୦ ପଇସା ଲେଖାଏଁ ମୂଲ୍ୟ ବସୁଲ କରିବା ଲାଗି ଧାର୍ଯ୍ୟ କରିଥିଲା। ହେଲେ ବର୍ତ୍ତମାନ ଏହି ମୂଲ୍ୟକୁ ଫେରସ୍ତ … Read More











