ଏୟାର୍ ଇଣ୍ଡିଆ ଓ ଇଣ୍ଡିଗୋର ଚୀନ୍କୁ ଉଡ଼ାଣ ବନ୍ଦ
ନୂଆଦିଲ୍ଲୀ(ଓଟି): ଚୀନ୍ରେ ସାଂଘାତିକ ସୃଷ୍ଟି କରିଥିବା କୋବିଡ୍-୧୯ ତଥା କରୋନା ଭାଇରସ୍ ପାଇଁ ବିଶ୍ଵ ଚିନ୍ତିତ ହୋଇପଡ଼ିଛି। ବିଭିନ୍ନ ଦେଶ ଚୀନ୍ ସହ ଯୋଗାଯୋଗ ବନ୍ଦ କରିଦେଇଥିବାବେଳେ ଭାରତ ମଧ୍ୟ ସତର୍କ ହୋଇଯାଇଛି। ଏହିକ୍ରମରେ ଏୟାର୍ ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ … Read More











