ସେନା ବିମାନ ଦୁର୍ଘଟଣାଗସ୍ତ
ନୂଆଦିଲ୍ଲୀ(ଓଟି): ଭାରତୀୟ ଜଳସେନାର ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ୨ ଜଣ ପାଇଲଟ୍ ସୌଭାଗ୍ୟକ୍ରମେ ସୁରକ୍ଷିତ ଅଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ବିମାନଟି କିଛି ବାଟ ଯିବା ପରେ ଗୋଆ ନିକଟରେ … Read More











