#କୋଭିଡ୍-୧୯: ରାଜ୍ୟ ସରକାରଙ୍କ ୨ ହସ୍ପିଟାଲ୍ ପ୍ରସ୍ତୁତ
ଭୁବନେଶ୍ଵର (ଓଟି): ଦ୍ଵୈତନଗରୀ ଭୁବନେଶ୍ଵର-କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁବନ୍ଧିତ ଦୁଇଟି କୋଭିଡ୍ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ମୋଟ ୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଦୁଇଟି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ବର୍ତ୍ତମାନ ପ୍ରସ୍ତୁତ। ଏନେଇ … Read More











