ଉତ୍କର୍ଷ ଉତ୍କଳ: #କୋଭିଡ୍-୧୯ ଆତଙ୍କରୁ କେବଳ ଜୟଗାନ
ଭୁବନେଶ୍ୱର (ଓଟି): ସବୁ ଆଗ୍ରହ ସମସ୍ତ ଉଦ୍ଦୀପନା ଆଉ ସାରା ଉତ୍ସାହକୁ ମଳିନ କରିଦେଇଛି ମହାମାରୀ କରୋନା। ସବୁ କାର୍ଯ୍ୟକ୍ରମ ବନ୍ଦ, ପୁଣି କିଛି ସ୍ଥଗିତ। ଆଉ କିଛି ବାଧ୍ୟହୋଇ ଔପଚାରିକ ଭାବେ ପାଳନ କରାଯାଉଛି। ସେହିଭଳି ଉତ୍କର୍ଷ ଉତ୍କଳର ସ୍ମୃତିଭରା … Read More











